Browsing Category
ବାଣିଜ୍ୟ
ଅନ୍ଲାଇନ୍ ସପିଂ ସ୍କାମ୍
ଅନ୍ଲାଇନ୍ ସପିଂ କାରଣରୁ ଆମ ଜୀବନ ସହଜ ସୁବିଧା ହୋଇପାରିଛି । ହେଲେ ଏଥିରେ ମଧ୍ୟ ଅନେକ ସ୍କାମ ସାମନାକୁ ଆସୁଛି । ଏଥିରେ ମଧ୍ୟ ଏଭଳି ଠକ ବୁଲୁଛନ୍ତି ଯେଉଁମାନେ ସାଧାରଣ ଲୋକଙ୍କୁ ଠକି ଅନେକ ପଇସା ରୋଜଗାର କରୁଛନ୍ତି ।…
ଏକାଦଶ ଥର ପାଇଁ ଅପରିବର୍ତ୍ତିତ ରହିଲା ରେପୋ
ନୂଆଦିଲ୍ଲୀ : ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ । ୬.୫ ପ୍ରତିଶତରେ ସ୍ଥିର ରହିଲା ରେପୋ ରେଟ୍ । ମୁଦ୍ରାସ୍ଫୀତି ଦୃଷ୍ଟିକୋଣରୁ କ୍ରମାଗତ ଏକାଦଶ ଥର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ତା’ର ଋଣ ହାର ଅପରିବର୍ତ୍ତିତ…
ଦୂର ହେବ ଆଳୁ ସଙ୍କଟ ,ଉତ୍ତରପ୍ରଦେଶରୁ ଆସି ପହଁଚିଲା ଆଳୁ ଗାଡି
ଭୁବନେଶ୍ୱର- ପଶ୍ଚିମ ବଙ୍ଗ ସରକାର ଆଳୁ ଯୋଗାଣ ବନ୍ଦ କରିବା ପରେ ରାଜ୍ୟରେ ବଢିଛି ଆଳୁ ଦର। ବଜାରରେ ଆଳୁ ଦର ୩୫ ଟଙ୍କାରୁ ବଢି ୬୦ ଟଙ୍କାରେ ବିକ୍ରି ହେଉଛି । କିଛି ଅସାଧୁ ବ୍ୟବସାୟୀ ଆଳୁ ଗୋଦାମରେ ଲୁଚେଇ ରଖି ଅଭାବ ପାଇଁ…
ପଶ୍ଚିମବଙ୍ଗକୁ ଆଳୁ ମାଗିବନି ଓଡିଶା – ଯୋଗାଣ ମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟରେ ପୁଣି ଉପୁଜିଛି ଆଳୁ ସଙ୍କଟ I ପଶ୍ଚିମବଙ୍ଗରୁ ଆସୁନାହିଁ ଆଳୁ ଟ୍ରକ । ଗତ ୨ ସପ୍ତାହ ହେଲା ପଶ୍ଚିମବଙ୍ଗରେ ଆଳୁଦର ଉପରମୁହାଁ ରହିଥିବାରୁ ଏହାକୁ ନିୟନ୍ତ୍ରଣ କରିବାକୁ ଯାଇ ଆଳୁ ଗାଡି ନଛାଡ଼ିବାକୁ କଟକଣା…
ପଶ୍ଚିମ ବଙ୍ଗରୁ ଆଳୁ ରପ୍ତାନି ବନ୍ଦ ! ସୀମାରେ ଅଟକିଛି ଶହ ଶହ ଟ୍ରକ
ଭୁବନେଶ୍ୱର : ପୁଣି ମନମାନୀ ଚଳାଇଲା ପଶ୍ଚିମବଙ୍ଗ । ବନ୍ଦ କଲା ଆଳୁରପ୍ତାନି । ସୀମାରେ ଅଟକିଛି ଶହ ଶହ ଟ୍ରକ । ସୀମାନ୍ତ ପୋଲିସକୁ ସଜାଗ କରାଇଲେ ମମତା ସରକାର । ସୀମା ପ୍ରବେଶ ଅନୁମତି ନପାଇ ବେଲଦା ନିକଟରେ ଅଟକିଛି ଶହ ଶହ…
ବଜାରକୁ ଆସିବ ଓମଫେଡ ପାଣି ଓ ଚକୋଲେଟ
ଭୁବନେଶ୍ୱର: ଗୋପାଳନର ବିକାଶ ତଥା ଦୁଗ୍ଧ ଉତ୍ପାଦନ ବୃଦ୍ଧି ଲାଗି ରାଜ୍ୟ ସରକାରଙ୍କ ନୂତନ ପଦକ୍ଷେପ I ରାଜ୍ୟରେ ଖୋଲିବ ଆଉ ୩ଟି ନୂଆ ଓମଫେଡ ପ୍ଲାଣ୍ଟ । ସମ୍ବଲପୁର, ବାଲେଶ୍ୱର ଓ ଗଞ୍ଜାମରେ ନୂଆ ଓମଫେଡ୍ ପ୍ଲାଣ୍ଟ ଖୋଲିବା ନେଇ…
କେନ୍ଦୁଝରରେ ହେବ ମେଗା ଷ୍ଟିଲ ପ୍ଲାଣ୍ଟ
ଭୁବନେଶ୍ୱର:କେ ନ୍ଦୁଝରରେ ହେବ ମେଗା ଷ୍ଟିଲ୍ ପ୍ଲାଣ୍ଟ୍ । JSW-ପୋସ୍କୋ ମିଳିତ ଭାବେ ଏହି ମେଗା ଷ୍ଟିଲପ୍ଲାଣ୍ଟ କରିବେ । କେନ୍ଦୁଝର ଗସ୍ତ ଅବସରରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜେଏସଡବ୍ଲ୍ୟୁ ସହ…
ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେସ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଉଦଘାଟିତ ହେଲା ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ପେନ୍ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ଗୁଜରାଟର ଭଦୋଦରାରେ ଟାଟା ଏୟାରକ୍ରାଫ୍ଟ କମ୍ପଲେକ୍ସକୁ ଉଦଘାଟନ କରିଛନ୍ତି ।…
ଲଜିଷ୍ଟିକ ଗାଡି ସହ ୨୦ କେଜି ସୁନା ଜବତ,୩ ଅଟକ
ବାରିପଦା : ବାରିପଦାରେ ବଡ଼ ଧରଣର GST ଚଢ଼ାଉ । ଜବତ ହେଲା ଲଜିଷ୍ଟିକ ଗାଡି ସହ ୨୦ କେଜି ସୁନା । ବାରିପଦା ଏମକେସି ହାଇସ୍କୁଲ ଛକରେ ସିକ୍ୱେଲ କମ୍ପାନୀର ଲଜିଷ୍ଟିକ ଗାଡି ସହ ୨୦ କେଜି ସୁନା ଜବତ କରିଛି GST ବିଭାଗ ।…
ଶିଳ୍ପ ଜଗତର ରତ୍ନ ରତନ ଟାଟାଙ୍କ ପରଲୋକ
ନୂଆଦିଲ୍ଲୀ : ଭାରତର ବିଶିଷ୍ଟ ଉଦ୍ୟୋଗପତି ରତନ ଟାଟା ଙ୍କ ପରଲୋକ । ରତନ ଙ୍କ ବିୟୋଗରେ ଭାରତୀୟ ଶିଳ୍ପ ଜଗତରେ ଘଟିଛି ଅପୂରଣୀୟ କ୍ଷତି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ୮୬ ବର୍ଷ…