Browsing Category

ବାଣିଜ୍ୟ

ହିଣ୍ଡେନବର୍ଗ ରିପୋର୍ଟ,ପୁଣି ଖସିଲା ଆଦାନିଙ୍କ ସେୟାର

ମୁମ୍ବାଇ : ହିଣ୍ଡେନବର୍ଗ ୨ୟ ରିପୋର୍ଟ ପରେ ଖୋଲିଲା ଷ୍ଟକ ମାର୍କେଟ। ସେୟାର ବଜାରରେ ଆଦାନୀ ସେୟାର ଉପରେ ପଡ଼ିଛି ବଡ଼ ପ୍ରଭାବ। ଏବେ ସୁଦ୍ଧା ମିଳିଥିବା ଖବର ମୁତାବକ, ଆଦାନୀ ସେୟାର ୧୭ ପ୍ରତିଶତ ହ୍ରାସ ହୋଇଥିବା ଜଣାପଡିଛି।…

ଖସୁନି ଆଳୁଦର ଏଣିକି ନାଫେଡ଼ ଯୋଗାଇବ ଆଳୁ

ଭୁବନେଶ୍ୱର : ରାଜ୍ୟରେ ଆଳୁଦର ଖସିବାର ନାଁ ଧରୁନି । ରାଜ୍ୟ ସରକାରଙ୍କ ବାରମ୍ବାର ହସ୍ତକ୍ଷେପ ପରେ ମଧ୍ୟ ଆଳୁ ଦରରେ କୌଣସି ସୁଧାର ଆସିନାହିଁ । ବର୍ତ୍ତମାନ ରାଜ୍ୟରେ ଆଳୁ ଦର୬୦ ଟପିଲାଣି । ମାସେ ଧରି ରାଜ୍ୟରେ ଆଳୁ ସଙ୍କଟ…

ଟଳୁ ନାହିଁ ଆଳୁ ସଙ୍କଟ ,କିଲୋପିଛା ୨୦ ରୁ ୨୫ ଟଙ୍କା ବୃଦ୍ଧି

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଆଳୁ ସଙ୍କଟ । ପଶ୍ଚିମବଙ୍ଗରୁ ଆଳୁ ଗାଡି ନଆସିବା ଯୋଗୁଁ ବଜାରରେ ଉଭାନ ହେଇଗଲାଣି ଆଳୁ । ଛତ୍ରବଜାର ଗୋଦାମରେ କାଁ ଭାଁ ଆଳୁ ଦେଖିବାକୁ ମିଳୁଥିବାବେଳେ ଭୁବନେଶ୍ୱର ଆଇଗିଣିଆ ଗୋଦାମରେ…

ଦରକାର ପଡିଲେ ପଞ୍ଜାବରୁ ଆସିବ ଆଳୁ

ଭୁବନେଶ୍ୱର : ରାଜ୍ୟରେ ଆଳୁର ଅଭାବ ଦୂର କରିବା ଲାଗି ରାଜ୍ୟ ସରକାର ପଞ୍ଜାବରୁ ଆଳୁ ଆଣିବାକୁ ଯୋଜନା କରିଛନ୍ତି। ରାଜ୍ୟରେ ଆଳୁର ଆବଶ୍ୟକତା ମେଣ୍ଟାଇବା ପାଇଁ ବର୍ତ୍ତମାନ ଉତ୍ତର ପ୍ରଦେଶରୁ ଆଳୁ ଅଣାଯାଉଛି। ଦରକାର ପଡ଼ିଲେ…

ୟୁପିରୁ ଆସିଲା ୩୦୦ ଟନ ଆଳୁ

ଭୁବନେଶ୍ୱର : ରାଜ୍ୟରେ ଟଳିବ ଆଳୁ ସଙ୍କଟ I ପଶ୍ଚିମବଙ୍ଗ ପରିବର୍ତ୍ତେ ଓଡିଶା ବଜାରରେ ମିଳିବ ଉତ୍ତରପ୍ରଦେଶ ଆଳୁ । ଏବେ ୩୦୦ ଟନ ଆଳୁ ଆସିଛି । ଆଗକୁ ଉତ୍ତରପ୍ରଦେଶରୁ ଆଳୁ ଆସିବ ଏବଂ ଏଥିପାଇଁ ଆଲୋଚନା ହୋଇଥିବା ଯୋଗାଣ…

ବଜାର ଦର ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ

ଭୁବନେଶ୍ୱର : ଅନିୟନ୍ତ୍ରିତ ବଜାର ଦର । ରାଜ୍ୟରେ ଅହେତୁକ ଭାବରେ ବଢିଚାଲିଛି ବିଭିନ୍ନ ଅତ୍ୟାବଶ୍ୟକ ଖାଉଟି ସାମଗ୍ରୀର ମୂଲ୍ୟବୃଦ୍ଧି । ଡାଲି, ତେଲ, ସାବୁନଠାରୁ ଆରମ୍ଭ କରି ପନିପରିବା ପର୍ଯ୍ୟନ୍ତ ବିଭିନ୍ନ ଅତ୍ୟାବଶ୍ୟକ…

୬.୫%ରେ ହିଁ ରେପୋ ରେଟ୍ ସ୍ଥିର

ନୂଆଦିଲ୍ଲୀ : ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ରେପୋ ରେଟକୁ ୬.୫ ପ୍ରତିଶତ ରଖିଛନ୍ତି ରିଜର୍ଭ ବ୍ୟାଙ୍କ । ଏନେଇ ଆରବିଆଇ ଗର୍ଭଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି । ତେବେ ରିଜର୍ଭ ବ୍ୟାଙ୍କର ମନିଟରି ପଲିସି ବୈଠକ…

ନିର୍ବାଚନ ପୂର୍ବରୁ ଖାଉଟିଙ୍କ ଉପରେ ମହଙ୍ଗା ମାଡ଼,ବଢ଼ିଲା ଆଳୁ,ଡାଲି,ତେଲ ଦର

ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ I ବଜାରରେ ଅଚାନକ ଭାବରେ ବଢିଚାଲିଛି ରୋଷେଇ ଘରର ଅତ୍ୟାବଶ୍ୟକୀୟ ଆଳୁ,ସାଙ୍ଗକୁ ଡାଲି ଓ ତେଲ ଦର I ମାତ୍ର ୧୫ ଦିନରେ ଆଳୁ ଦର ଦେଢ଼ଗୁଣା ହୋଇ କିଲୋ ୩୦ ଟଙ୍କା…

ବଜାରରେ ଝଟକୁଛି ସୁନା ଦର,ଗୋଟିଏ ବର୍ଷରେ ୮ ହଜାର ମହଙ୍ଗା

ଭୁବନେଶ୍ୱର : ସାରା ଦେଶରେ ହୁ ହୁ ହୋଇ ବଢି ଚାଲିଛି ସୁନା ଦର I ସୁନା କିଣିବା ଅପେକ୍ଷା ଦରରେ ଝଟକୁଛି ବଜାର I ସୁନା ସହିତ ତIଳ ଦେଇ ବଢିଚାଲିଛି ରୂପା ଦର I ଉଭୟ ଧାତୁର ମୂଲ୍ୟରେ ଦୈନିକ ପ୍ରତିଷ୍ଠା ହେଉଛି ନୂଆ ରେକର୍ଡ।…

ସୁନା @ ୭୦

ଭୁବନେଶ୍ୱର : ଆକାଶଛୁଆଁ ହେଲା ସୁନା ଦର I ଗୋଟିଏ ଦିନରେ ୧୪ଶହ ଟଙ୍କା ମୂଲ୍ୟବୃଦ୍ଧି ହୋଇ ୭୦ ହଜାର ଟଙ୍କାରେ ପହଁଚିଲା ଦର I ୧୦ଗ୍ରାମ ୨୪କ୍ୟାରେଟ ସୁନା ଦାମ ୬୯ହଜାର ୭ଶହ ଟଙ୍କା ଉପରେ ରହିଥିବା ବେଳେ ୧୦ଗ୍ରାମ ୨୨କ୍ୟାରେଟ…