Browsing Category
ମନୋରଞ୍ଜନ
‘ମାଲିକଙ୍କୁ ଅଗ୍ରୀମ ଟଙ୍କା ଫେରାଇଲି, ଗାଡି ମୋ ପାଖରେ ରହିବ’
ଭୁବନେଶ୍ବର: ଯାତ୍ରା ପାର୍ଟି ମାଲିକଙ୍କୁ କଳାକାର ପୀୟୁଷ ତ୍ରିପାଠୀ ଅଗ୍ରୀମ ଟଙ୍କା ଫେରାଇ ଦେଇଛନ୍ତି। ଭୁବନେଶ୍ୱରର ଏକ ହୋଟେଲ୍ରେ ଦୁଇ ଯାତ୍ରା ପାର୍ଟି ‘ସୂର୍ଯ୍ୟମନ୍ଦିର’ ଓ ‘ସିଂହବାହିନୀ’ ମାଲିକଙ୍କୁ ସେମାନେ ଦେଇଥିବା…
ଓଟିଟି ଡେବ୍ୟୁ
ପଞ୍ଜାବର ପପୁଲାର ସିଙ୍ଗର ତଥା ଅଭିନେତା ପରମୀଶ ବର୍ମାଙ୍କୁ ବର୍ତ୍ତମାନ ଓଟିଟି ପ୍ଲାଟଫର୍ମରେ ତାଙ୍କ ଫ୍ୟାନ୍ମାନେ ଦେଖିପାରିବେ । ନିକଟରେ ସେ କ୍ରାଇମ୍ ଥ୍ରିଲର କନେଡାରେ ନିଜର ଓଟିଟି ଡେବୁ୍ୟ କରିଛନ୍ତି । ଏହି େୱବ୍…
ପ୍ରିୟଙ୍କାଙ୍କ ସୁଇଟ୍ନେସ
ନିକଟରେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ଜୟପୁରରେ ଦେଖିବାକୁ ମିଳିଥିଲା । ପିସି ଏଠାରେ ନିଜର ଏକ ସୁଟିଂ ପାଇଁ ହୱା ମହଲ ସାମ୍ନାରେ ପହଞ୍ଚିଥିଲେ। ତେବେ ଏଠାରେ ପିସିଙ୍କର ସୁଇଟ୍ନେସ ଦେଖିବାକୁ ମିଳିଥିଲା ।…
ଯାତ୍ରା ସାମ୍ରାଜ୍ୟରୁ ବ୍ୟାନ୍ ହେଲେ ନରି ପଣ୍ଡା
ଭୁବନେଶ୍ବର: ଆଉ ଯାତ୍ରା ମଞ୍ଚରେ ଶୁଭିବନି ହାସ୍ୟ ଅଭିନେତା ନରି ପଣ୍ଡାଙ୍କ କମେଡି । ପୂରା ଯାତ୍ରା ସାମ୍ରାଜ୍ୟରୁ ହେଲେ ବ୍ୟାନ୍ । ହାସ୍ୟାଭିନେତା ନରିଙ୍କୁ ବୟକଟ କରିଛି ଯାତ୍ରା ମାଲିକ ସଂଘ । ତୁଳସୀ ଗଣନାଟ୍ୟ ମାଲିକ ନରି…
ଆସନ୍ତା ୨ ବର୍ଷ ଯାଏଁ ଯାତ୍ରା ଜଗତରୁ ଦୂରେଇ ରହିବେ ପୀୟୁଷ ତ୍ରିପାଠୀ
ଭୁବନେଶ୍ଵର: ଏ ବର୍ଷ ଯାତ୍ରା ଜଗତରୁ ଦୂରେଇ ରହିପାରନ୍ତି ପୀୟୁଷ ତ୍ରିପାଠୀ । ସୋସିଆଲ୍ ମିଡିଆରେ ପୀୟୁଷଙ୍କ ବାପାଙ୍କ ଚିଠିକୁ ନେଇ ବଢିଲା ଚର୍ଚ୍ଚା । ପୀୟୁଷଙ୍କ ସ୍ବାସ୍ଥ୍ୟଗତ ଓ ପାରିବାରିକ ସମସ୍ୟା ନେଇ ଚିଠି ଲେଖିଲେ…
ଯାତ୍ରା ହାସ୍ୟ ଅଭିନେତା ନରି ପଣ୍ଡା ବ୍ୟାନ
ଭୁବନେଶ୍ୱର : ଯାତ୍ରା ହାସ୍ୟ ଅଭିନେତା ନରି ପଣ୍ଡାଙ୍କୁ ବୟକଟ କଲା ଯାତ୍ରା ମାଲିକ ସଂଘ । ଏନେଇ ଯାତ୍ରା ମାଲିକ ସଂଘ ସମ୍ପାଦକ ସୂଚନା ଦେଇଛନ୍ତି । ନରି ପଣ୍ଡାଙ୍କୁ ମାଡ଼ ମରା ଘଟଣାରେ ଯାତ୍ରା ମାଲିକ ସଂଘ ଏହି ନିଷ୍ପତ୍ତି…
ଭେଟେରାନ ହିନ୍ଦୀ ଚଳଚିତ୍ର ଅଭିନେତା ମନୋଜ କୁମାରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଶୋକବ୍ୟକ୍ତ
ମୁମ୍ବାଇ : ଆଉ ନାହାନ୍ତି ହିନ୍ଦୀ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ମନୋଜ କୁମାର । ୮୭ ବର୍ଷ ବୟସରେ ମୁମ୍ବାଇର କୋକିଲାବେନ ଧୀରୁବାଇ ଅମ୍ବାନୀ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ମନୋଜ କୁମାର…
ଜୀ ସାର୍ଥକର ନୂଆ ଫିଲ୍ମ ‘ଅଜବ ଏ ପ୍ରେମ କାହାଣୀ’, ଆସନ୍ତା ୩୦ ତାରିଖ ସନ୍ଧ୍ୟା ୬:୩୦ରେ ହେବ ପ୍ରସାରଣ
ଭୁବନେଶ୍ୱର: ସମୟ ସହିତ ଓଡ଼ିଆ ସିନେମାର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି। ନିଚ୍ଛକ, ବାସ୍ତବବାଦୀ ଓ ଭିନ୍ନ କାହାଣୀକୁ ବଡ଼ ପରଦାକୁ ନେଇ ଆସିବା ଏବେ ଜୀ ସାର୍ଥକର ମୂଳ ଉଦ୍ଦେଶ୍ୟ। ଏମିତିରେ ଓଡ଼ିଶାର ଘରେ ଘରେ…
ବିବାହ ନକରିବାକୁ ମିଳିଥିଲା ପରାମର୍ଶ
ନିକଟରେ କରୀନା କପୁରଙ୍କ ଏକ ସାକ୍ଷାତକାର ଭାଇରାଲ ହେବାରେ ଲାଗିଛି । ଯେତେବେଳେ କରୀନା ସୈଫଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ, ସେତେବେଳେ ଅନେକ ଲୋକ ତାଙ୍କୁ ବିବାହ ପାଇଁ ମନା କରିଥିଲେ । ବିବାହ କରିବା ଦ୍ୱାରା…
ନିଆରା ଅନ୍ଦାଜରେ କାଜୋଲ
କାଜୋଲ ବର୍ତ୍ତମାନ ନିଜର ଅପକମିଂ ପ୍ରୋଜେକ୍ଟକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଫିଲ୍ମ ମା’ର ପ୍ରଥମ ପୋଷcର ରିଲିଜ୍ ହୋଇଛି । ଏହି ପୋଷ୍ଟରରେ କାଜୋଲଙ୍କର ଏକ ଅଲଗା ଅନ୍ଦାଜ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ…