Browsing Category
ଜୀବନଚର୍ଯ୍ୟା
ଦୀପାବଳିଠାରୁ ଆରମ୍ଭ ହୁଏ ନୂଆବର୍ଷ
ସମୟ ଲାଇଭ୍,୨୨/୧୦: ସାରାଦେଶରେ ପାଳନ ହେବାକୁ ଯାଉଛି ଆଲୋକର ପର୍ବ ଦୀପାବଳି। କେଉଁଠି ଏହିଦିନଠାରୁ ନୂଆବର୍ଷ ଆରମ୍ଭ ହେବ ତ କେଉଁଠି ଆରମ୍ଭ ହେବ ଚାଷବାସ। ତେବେ ଦେଶରେ କେଉଁ ଅଞ୍ଚଳରେ କେତେଦିନ ଧରି କିପରି ପାଳିତ ହୁଏ…
ସୁନା, ରୂପା ନୁହେଁ ଧନତେରସ୍ରେ ଘରକୁ ଆଣନ୍ତୁ ମୁଠାଏ ଧନିଆ…..
ସମୟ ଲାଇଭ୍,୨୧/୧୦: ଧନତେରସ୍ରେ ଲୋକମାନେ ସୁନା,ରୂପା,ବାସନ କିମ୍ବା ଅନ୍ୟ ଧାତୁ କ୍ରୟ କରିଥା’ନ୍ତି। ଏହାଦ୍ୱାରା ପରିବାରରେ ସୁଖସମୃଦ୍ଧି ପ୍ରବେଶ କରିଥାଏ ଏବଂ ଆର୍ଥିକ ସମସ୍ୟା ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି। ତେବେ…
ଘରେ ତିଆରି କରନ୍ତୁ ଆଲୋଭେରା ଜେଲ
ସମୟ ଲାଇଭ,୧୯/୧୦: ଆପଣ ଜାଣନ୍ତି ଆଲୋଭେରା ଜେଲ ତ୍ୱଚା ପାଇଁ କେତେ ଉପକାରୀ। ଯାହାକୁ ତ୍ୱଚାରେ ଲଗାଇବା ଦ୍ୱାରା ତ୍ୱଚା କୋମଳ ରହିଥାଏ। ଏହା ସହ ମୁହଁର ଡାର୍କ ସ୍ପଟ ମଧ୍ୟ ସଫା ହୋଇଯାଇଥାଏ।
ତେବେ ବଜାରରେ ମିଳୁଥିବା…
କାର୍ତ୍ତିକରେ ଶାଶୁଙ୍କୁ ପରଷନ୍ତୁ ହବିଷ ଡ଼ାଲମା
ସମୟ ଳାଇଭ୍,୧୯/୧୦: କାର୍ତ୍ତିକ ମାସରେ ଆପଣଙ୍କ ଘରେ ଥିବା ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ କାର୍ତ୍ତିକ ବ୍ରି ବା ହବିଷ କରିଥା’ନ୍ତି। ତେବେ ହବିଷ କରୁଥିବା ବ୍ୟକ୍ତି ହବିଷ ଡ଼ାଲମାକୁ ଭୋଜନରେ ସାମିଲ କରିଥା’ନ୍ତି। ତେବେ ଆପଣ ମଧ୍ୟ…
ଗର୍ଭାବସ୍ଥାରେ ହେଙ୍ଗୁ ହୋଇପାରେ କ୍ଷତିକାରକ
ଭାରତୀୟ ଲୋକପ୍ରିୟ ମସଲା ତାଳିକାରେ ହେଙ୍ଗୁ ସାମିଲ ଅଛି l ବିଭିନ୍ନ ପ୍ରକାରର ଭାରତୀୟ ଖାଦ୍ୟରେ ଏହାର ବହୁଳ ବ୍ୟବହାର ହୋଇଥାଏ l ଖାଦ୍ୟକୁ ସ୍ୱାଦିଷ୍ଟ କରିବା ବ୍ୟତୀତ ଏଥିରେ ବହୁ ଔଷଧିୟ ଗୁଣ ରହିଛି l ତେବେ…
କାର୍ତ୍ତିକ ମାସରେ ଖାଆନ୍ତୁ ଅଗସ୍ତି ଶାଗ
ସମୟ ଲାଇଭ୍ ୧୬/୧୦: କାର୍ତ୍ତିକମାସରେ ଅଗସ୍ତି ଶାଗ ଖାଇବାର ସ୍ୱତନ୍ତ୍ର ମହତ୍ତ୍ୱ ରହିଛି। ତେବେ ଖୁବ୍ କମ୍ ଲୋକ ଏହା ପଛର ବୈଜ୍ଞାନିକ କାରଣ ଜାଣନ୍ତି। କାର୍ତ୍ତିକ ମାସରେ ସାଧାରଣତଃ ଲୋକମାନେ ଆମିଷ ଭୋଜନ ତ୍ୟାଗ…
ଡ଼ାଇବେଟିସକୁ କୁହନ୍ତୁ ଗୁଡବାଏ!
ସମୟ ଲାଇଭ୍,୧୫/୧୦: ଡାଇବେଟିସ୍ ବା ମଧୁମେହ ରୋଗ ବତ୍ତ ର୍ମାନ ସବୁଠୁ ବଡ ସମସ୍ୟା ଭାବେ ଉଭା ହୋଇଛି। ଏହି ରୋଗ ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ମଧୁମେହ ଏମିତି ଏକ ରୋଗ ଯାହା ଏକାଧିକ ରୋଗକୁ ଜନ୍ମ…
ଆରମ୍ଭ ହେଲା ଧର୍ମମାସ, ମନ୍ଦିରରେ ଲାଗୁଛି ହବିଷ୍ୟାଳିଙ୍କ ଭିଡ଼
ସମୟ ଲାଇଭ୍,୧୪/୧୦: ଆଶ୍ୱିନ ପୂର୍ଣ୍ଣିମା ଶେଷ ହେବା ପରେ ଆରମ୍ଭ ହୋଇଛି ଧର୍ମମାସ କାର୍ତ୍ତିକ ମାସ। କାଳି ଅନ୍ଧାରରୁ ଉଠି ଶ୍ରଦ୍ଧାଳୁମାନେ କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି। ହବିଷ୍ୟାଳିମାନେ ଦେବାଦେବୀଙ୍କ ମନ୍ଦିର…
ଝଡ଼ିବନି କେଶ, ତ୍ୱଚା ଦିଶିବନି ରୁକ୍ଷ; ଶୀତଦିନେ ଖାଆନ୍ତୁ ଏହି ସବୁ ଖାଦ୍ୟ
ସମୟ ଲାଇଭ,୧୪/୧୦: ଋତୁ ଅନୁସାରେ ଖାଦ୍ୟପେୟର ମଧ୍ୟ ପରିବର୍ତ୍ତନ ହୋଇଥାଏ। ଏହାସହ ଶୀତ ଦିନେ ସାଧାରଣତଃ ତ୍ୱଚା ରୁକ୍ଷ ହେବା ସହିତ ,କେଶ ଝଡିବା,ରୂପି ହେବା ଆଦି ସମସ୍ୟା ଦେଖାଯାଇଥାଏ। ଏହିସବୁ ସମସ୍ୟାରୁ ମୁକ୍ତି ପାଇବା…