Browsing Category

ସାହିତ୍ୟ

ମଲାଇ ଲଡ଼ୁ

ସାମଗ୍ରୀ: କ୍ଷୀର, ଚିନି, ଭିନେଗାର, ଗୁଜରାତି ଗୁଣ୍ଡ । ପ୍ରଣାଳୀ: ପ୍ରଥମେ ଏକ କଡ଼େଇରେ ୧ ଲିଟର କ୍ଷୀର ଗରମ କର;ୁ । ଏହା ଭଲଭାବେ ଫୁଟିଲେ ଏଥିରେ କିଛି ଭିନେଗାର ମିଶା;ୁ । ଭିନେଗାରର ଖଟା କାରଣରୁ କ୍ଷୀର ଛେନା ଛିଣ୍ଡି…

ହ୍ୱିଲ୍‌ ଚେୟାରରେ ଫୁଡ୍‌ ଡେଲିଭରି

ମନ ମଧ୍ୟରେ ଦୃଢ ସଂକଳ୍ପ ଥିଲେ ଜୀବନରେ କିଛି ବି ଅସମ୍ଭବ ନୁହେଁ । ଯାହା କାନ୍ଧରେ ପରିବାରର ବୋଝ ସେ ନିଜ ଜୀବନ ରାସ୍ତାରେ ପଡୁଥିବା ସମସ୍ତ ପ୍ରତିବନ୍ଧକକୁ ସହଜରେ ଏଡାଇ ଆଗକୁ ଯାଇପାରେ । ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌…

ଆମ୍ବ ସୁଜି କେକ୍‌

ସାମଗ୍ରୀ - ଏକ କପୁ ସୁଜି, ଅକ କପ୍‌ ଆମ୍ବ ରସ, ଅଳ୍ପ ପରିମାଣ ତେଲ, ଚିନି ସ୍ୱାଦ ଅନୁସାରେ, ଏକ ଚାମଚ ବେକିଂ ପାଉଡର, କଟା ଆଲମଣ୍ଡ । ପ୍ରଣାଳୀ - ପ୍ରଥମେ ଓଭାନ୍‌କୁ ୧୭୦ରେ ପ୍ରି ହିଟ୍‌ କରି ନିଅନ୍ତୁ । ବର୍ତ୍ତମାନ…

ଆଚାରୀ ଆଲୁ ଟିକା

ସାମଗ୍ରୀ - ୨୦ଟି ଛୋଟ ଚୋପାଛଡା ସିଝା ଆଳୁ, ଅଢେଇ ଚାମଚ ଆଚାର, ଅଳ୍ପ ପରିମାଣ କସୁରୀ ମେଥୀ, ଏକ ଚାମଚ ସୋରିଷ ତେଲ, ଅଳ୍ପ ପରିମାଣ ବଟର, ଅଳ୍ପ ଦହି, ଦେଢ ଚାମଚ ଅଦା ରସୁଣ ପେଷ୍ଟ, ଦେଢ ଚାମଚ ବେସନ, ଲୁଣ, ଅଳ୍ପ ପରିମାଣ ଚାଟ…

୬ଶହ ରୋଲ୍ସ ରୟର୍ସ ଓ ୭ ହଜାର ବିଳାସପୂର୍ଣ୍ଣ ଗାଡ଼ିର ମାଲିକ ସୁଲତାନ ହସନାଲ

ଦୁନିଆରେ ବହୁତ ଧନୀ ଲୋକ ଥା’ନ୍ତି, ଯେଉଁମାନଙ୍କର ଭିନ୍ନ ସଉକ ରହିଥାଏ । ସେମିତି ଜଣେ ଧନୀ ହେଲେ ସୁଲତାନ ହସନାଲ ବୋଲକିଆହ । ସେ ହେଉଛନ୍ତି ବ୍ରୁନେଇ ଦେଶର ସୁଲତାନ । ସେ ସେହି ଦେଶର ସୁଲତାନ ସହିତ ପ୍ରଧାନମନ୍ତ୍ରୀ ପଦ…

ବିଶିଷ୍ଟ ଲେଖକ ତଥା ସାହିତି୍ୟକ ଡଃ ମଙ୍ଗଳୁ ଚରଣ ବିଶ୍ୱାଳଙ୍କ ପରଲୋକ

ସମ୍ବଲପୁର: ଜାନଆରୀ ୧୧: ବିଶିଷ୍ଟ ଲେଖକ ତଥା ସାହିତି୍ୟକ ଡଃ ମଙ୍ଗଳୁ ଚରଣ ବିଶ୍ୱାଳଙ୍କ ଆଜି ସକାଳେ ପରଲୋକ ଘଟିଛି । କିଛିଦିନ ହେବ ସେ ଅସୁସ୍ଥ ରହିଥିଲେ । ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ସମ୍ବଲପୁର ଜିଲ୍ଲା ମାନେଶ୍ୱର…

ସୌନ୍ଦର୍ଯ୍ୟମୟ ଚିଲିକା

ଓଡିଶାରେ ଅନେକ ସ୍ଥାନ ଅଛି ଯାହାକି ବିଶ୍ୱ ସୌନ୍ଦର୍ଯ୍ୟମୟ ସ୍ଥାନ ତାଲିକାରେ ଚିହ୍ନିଟ ହୋଇନାହିଁ । ଭାରତର ଭୌଗଳିକ ମାନଚରତ୍ରରେ ଓଡିଶା ଏକ ଛୋଟ ରାଜ୍ୟ । ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ, ସାଂସ୍କୃତିକ, ଇତିହାସିକ ସ୍ମାରକୀ,…

ତ୍ୱଚା ପାଇଁ ଉପକାରୀ ପାଳଙ୍ଗ

ପାଳଙ୍ଗ ଶାଗର ବ୍ୟବହାର ପ୍ରାୟ ସମସ୍ତଙ୍କ ଘରେ ହୋଇଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ । ଏଥିରେ ଆଇରନ୍‌ର ମାତ୍ରା ଢେର ଅଧିକା ଯାହା ଶରୀର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କରିଥାଏ । ତେବେ କେବଳ ସ୍ୱାସ୍ଥ୍ୟ…

ଓଡ଼ିଶାର ଐତିହ୍ୟ ଚଉଷଠି ଯୋଗିନୀ ମନ୍ଦିର

ଭାରତର ମାନଚିତ୍ରରେ ଓଡିଶାର ମନ୍ଦିରଗୁଡ଼ିକର ଏକ ବିଶେଷ ପରିଚୟ ରହିଛି, ଯାହା ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଭକ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ଭାରତର ପୂର୍ବ ଭାଗରେ ଥିବା ଐତିହ୍ୟ ରାଜ୍ୟ ଓଡ଼ିଶାରେ ଭକ୍ତମାନଙ୍କ ପାଇଁ ବହୁ…

କୁଆଁର ପୁନେଇଁ ଜହ୍ନ ଗୋ ଫୁଲ ବଉଳବେଣୀ

ଋତୁଚକ୍ରର ଧାରାରେ ଧରାବତରଣ କରେ ପାର୍ବଣ ଋତୁ ଶରତ । ସୁଷମା ବିମଣ୍ଡିତ ଧରା ପୃଷ୍ଠରେ ନ ଥାଏ ରୌଦ୍ରର ଭୟଙ୍କର ପ୍ରଚଣ୍ଡ ତାପ , ବର୍ଷାର ଘନଘଟା , ଶୀତର ଦାଦାଗିରି । ବର୍ଷା ଋତୁକୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇ ଶରତ ଋତୁ…