Browsing Category
ଦେଶ- ବିଦେଶ
ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ
ନୂଆଦିଲ୍ଲୀ : ପରବର୍ତ୍ତୀ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନିର୍ବାଚନ କମିସନ୍ ଆଜି ତାରିଖ ଘୋଷଣା କରିଛନ୍ତି। ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବ। ନିର୍ବାଚନ ପାଇଁ ବିଜ୍ଞପ୍ତି ଅଗଷ୍ଟ ୭ ତାରିଖରେ ଜାରି…
ମହାଦେବ ପରେ ଅପରେସନ ଶିବ ଶକ୍ତି, ୧୦୦ ଦିନରେ ୧୨ ଆତଙ୍କବାଦୀ ନିହତ
ନୂଆଦିଲ୍ଲୀ : ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସଶସ୍ତ୍ର ବାହିନୀ ଆତଙ୍କବାଦ ବିରୋଧୀ ଅଭିଯାନକୁ ତୀବ୍ର କରିଛି । ୧୦୦ ଦିନରେ ୧୨ ଜଣ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି ବୋଲି ସୂତ୍ରରୁ ଜଣାପଡିଛି। ନିପାତ…
ବରିଷ୍ଠଙ୍କ ପଦୋନ୍ନତିକୁ ବିରୋଧ କରି ମଧ୍ୟପ୍ରଦେଶ ବିଚାରପତିଙ୍କ ଇସ୍ତଫା
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଜଣେ ମହିଳା ବିଚାରପତି ଇସ୍ତଫା ଦେଇ ଦେଇଛନ୍ତି। ଉକ୍ତ ନ୍ୟାୟିକ ଅଧିକାରୀ ଆଦିତି କୁମାର ଶର୍ମା ଜଣେ ବରିଷ୍ଠ ଜିଲ୍ଲା ବିଚାରପତିଙ୍କ ପଦୋନ୍ନତିକୁ ବିରୋଧ କରି ଇସ୍ତଫା ଦେଇଛନ୍ତି। ସେ ନିର୍ଯାତନା…
ବେଙ୍ଗାଲୁରୁରୁ ୩୦ ବର୍ଷୀୟା ମହିଳା ଅଲ୍କାଏଦା ଆତଙ୍କବାଦୀ ଗିରଫ
ବେଙ୍ଗାଲୁରୁ: ଅଲ୍ କାଏଦା ଆତଙ୍କବାଦୀ ସଂଗଠନ ସହ ଜଡ଼ିତ ଥିବା ଜଣେ ୩୦ ବର୍ଷୀୟା ମହିଳାଙ୍କୁ ଆଜି ବେଙ୍ଗାଲୁରୁରୁ ଗିରଫ କରାଯାଇଛି। ଗୁଜରାଟ ଏଟିଏସ୍ (ଆତଙ୍କୀ ନିରୋଧ ସ୍କ୍ବାଡ୍) ଦ୍ବାରା ଗିରଫ ହୋଇଥିବା ଏହି ମହିଳାଙ୍କ…
ଅପରେସନ୍ ଶିବଶକ୍ତି, ପୁଞ୍ଚରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ୨ ଆତଙ୍କବାଦୀ ନିପାତ
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର ପୁଞ୍ଚ ଜିଲ୍ଲାର ଦିଗୱର ସେକ୍ଟର ନିୟନ୍ତ୍ରଣ ରେଖା ନିକଟରେ ସେନାବାହିନୀ ବଡ଼ ଧରଣର ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଦେଇଛି। ସେନାର ‘ଅପରେସନ୍ ଶିବଶକ୍ତି’ରେ ବୁଧବାର ୨ ଜଣ ଆତଙ୍କବାଦୀ ନିପାତ…
ସ୍ବାମୀଙ୍କୁ ହତ୍ୟା ଅଭିଯୋଗରେ କେମିଷ୍ଟ୍ରି ପ୍ରଫେସରଙ୍କୁ ଆଜୀବନ କାରାଦଣ୍ଡ
ନୂଆଦିଲ୍ଲୀ: ମମତା ପାଠକ ନାମକ ଜଣେ ପୂର୍ବତନ କେମିଷ୍ଟ୍ରି ପ୍ରଫେସର ଯିଏ ସ୍ବାମୀଙ୍କୁ ହତ୍ୟା ମାମଲାରେ ନିଜ ମାମଲା ନିଜେ ଲଢ଼ୁଥିଲେ ବୁଧବାର ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ମଧ୍ୟପ୍ରଦେଶ ହାଇକୋର୍ଟ ଆଜି ୯୭…
‘ଅପରେସନ୍ ସିନ୍ଦୂର’ ନାଁକୁ ନେଇ ଗୃହରେ କମ୍ପିଲେ ଜୟା ବଚ୍ଚନ
ନୂଆଦିଲ୍ଲୀ : ସମାଜବାଦୀ ପାର୍ଟି ସାଂସଦ ତଥା ବରିଷ୍ଠ ଅଭିନେତ୍ରୀ ଜୟା ବଚ୍ଚନ ଆଜି ସଂସଦରେ ‘ଅପରେସନ୍ ସିନ୍ଦୂର’ ନାଁକୁ ନେଇ ପ୍ରଶ୍ନ ଉଠାଇ ବଡ଼ ବିବାଦ ସୃଷ୍ଟି କରିଛନ୍ତି। ଜୟା ବଚ୍ଚନ କହିଛନ୍ତି, ପହଲଗାମ ଆତଙ୍କବାଦୀ…
ବେଙ୍ଗାଲୁରୁର ଏକ କମ୍ପାନିରୁ ୩୭୮ କୋଟି ଟଙ୍କାର କ୍ରିପ୍ଟୋକରେନ୍ସି ଚୋରି, ଜଣେ ଗିରଫ
ବେଙ୍ଗାଲୁରୁ: ବେଙ୍ଗାଲୁରୁ ପୋଲିସ ଏକ ସହରଭିତ୍ତିକ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ, ନେବ୍ଲିଓ ଟେକ୍ନୋଲୋଜିସ୍ ପ୍ରାଇଭେଟ୍ ଲିମିଟେଡ୍ ରୁ ୩୭୮ କୋଟି ଟଙ୍କାରୁ ଅଧିକ ଚୋରି ସହ ଜଡିତ ଏକ ବଡ଼ ସାଇବର ଅପରାଧର ପର୍ଦ୍ଦାଫାସ କରିଛି।…
ଇଂଲଣ୍ଡ ଦଳରେ ୪ ପରିବର୍ତ୍ତନ: ଭାରତ ବିପକ୍ଷ ୫ମ ଟେଷ୍ଟ ଖେଳିବେ ନାହିଁ ବେନ୍ ଷ୍ଟୋକ୍ସ
ଓଭାଲ୍: ଓଭାଲରେ ହେବାକୁ ଥିବା ମ୍ୟାଚ୍ ପାଇଁ ଇଂଲଣ୍ଡ ଦଳରେ ଚାରିଟି ପରିବର୍ତ୍ତନ କରିଛି। ଅଧିନାୟକ ବେନ୍ ଷ୍ଟୋକ୍ସଙ୍କ ସହିତ, ଲିଆମ୍ ଡସନ୍, ଜୋଫ୍ରା ଆର୍ଚର ଏବଂ ବ୍ରାଇଡନ୍ କାର୍ସେ ୩୧ ଜୁଲାଇରୁ ଆରମ୍ଭ ହେବାକୁ ଥିବା…
ଡବ୍ଲ୍ୟୁସିଏଲ୍ ୨୦୨୫:ପାକିସ୍ତାନ ବିପକ୍ଷ ସେମିଫାଇନାଲରୁ ଓହରିଲା ଭାରତ
ନୂଆଦିଲ୍ଲୀ: ଭାରତୀୟ ଦଳ ଆନୁଷ୍ଠାନିକ ଭାବରେ ବିଶ୍ୱ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସ୍ ୨୦୨୫ ରୁ ଓହରିଯାଇଛି। ଫଳରେ ପାକିସ୍ତାନ ବିପକ୍ଷ ସେମିଫାଇନାଲ୍ରୁ ଭାରତ ଓହରିଯିବା ପରେ ପାକିସ୍ତାନ ସିଧାସଳଖ ଫାଇନାଲ୍ରେ ପ୍ରବେଶ…