Browsing Category

କବିତା

ପାହାନ୍ତି ପ୍ରେମର ଉଷ୍ମତା

ସତ କି ସ୍ୱପ୍ନ ମୁଁ ଜାଣିନି ହେଲେ ସପନ ରାଇଜେ ମନ ମୋ ଖୋଜୁଥାଏ ତାକୁ ବାହାନା ଲୋଡୁଥାଏ ତା ଓଠ ହସ ବଗିଚାରେ ନିଜକୁ ହଜେଇ ଦେବାକୁ ରାତିର ଗହମ ନିଦରେ ସେ ଆସି ପାଇନ୍ତରା ମାରେ ମୋ ମନ ଅଗଣାରେ ନିରବୀ ହୃଦୟ ମୋ ଶିହରୀ…

ଆସିଲାଣି ସଞ୍ଜ

ଆକାଶର ରଙ୍ଗ ଧୂସର ଦିଶୁଛି ମଉଳିଗଲାଣି ଖରା ଫେରିଯିବା ପାଇଁ ଦିନ ସଜବାଜ ନୀରବି ଯାଉଚି ଧରା ମାଆ କହିଲେଣି ସଞ୍ଜ ନଇଁଲାଣି ସଅଳ ସାରିକି ଖେଳ କୁନା ମୁନା ରୁନା ଫେରି ଆସ ଘରେ ହେଲାଣି ପଢିବାବେଳ ତୁମ ଆଗେ…

ସବୁଠାରେ ଅଛ ଲୁଚି

ତୁମେ ଅଛ ଫୁଲ ଫଳେ ନଦୀ ଝର ଜଳେ ଆସେ ଦିନ ରାତି ତୁମ କରୁଣାର ବଳେ ଆକାଶ ଛାତିରେ ତୁମେ ଖଞ୍ଜି ଅଛ ତାରା ଜହ୍ନରୁ ଖସେ ଆଲୋକ ଜୋଛନାର ଧାରା କଳାମେଘ କୋଳେ ତୁମେ ଢାଳିଦିଅ ପାଣି ଫଳରେ ମଧୁର ରସ ଦେଇଅଛ ଜାଣି…

ପୁରୀ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପୁରୀ: ଜୁନ ୦୪: ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମହାପ୍ରଭୁଙ୍କ ଦର୍ଶନ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଓ ବ୍ରଜରାଜନଗର ଉପନିର୍ବାଚନ…

ସ୍ୱତନ୍ତ୍ର ମୋ ଉତ୍କଳ ଭୂଇଁ

ଏଇ ଆମ ଓଡିଶା ଭାଷା ଆମର ଓଡ଼ିଆ ନାମରେ ମଧୁର ଅଛି ଲାଗେ ଭାରି ବଢିଆ । ଏଇ ଭାଷାରେ କେତେ ଯେ କବି ଉତ୍ପତ୍ତି ହୋଇ କାବ୍ୟ କବିତା ମହାପୁରାଣ ଅଛନ୍ତି ଲେଖି । । ଭାଷା କୁ ନେଇ ସ୍ୱତନ୍ତ୍ର ରାଜ୍ୟ ଗଠନ ନିମନ୍ତେ ମଧୁବାବୁ…

ପାହାଡି ଝରଣା

ସେଇ ଦୂର ପାହାଡି ଝରଣା ନେତ୍ର ଫଳକକୁ ଆହ୍ଲାଦ ଦିଏ ଦିଗନ୍ତ ବିସ୍ତାରିଥିବା ନୀଳ ଆକାଶ ବି ତା ଠୁ ଟିକେ କମ୍‌ ନୀଳ ଲାଗେ ବଂଶୀର ମଧୁର ମୂର୍ଚ୍ଛନାବି ଫିକାଲାଗେ ତା କଳକଳ ନାଦ ଠାରୁ କେଜାଣି କେଉଁଠୁ ନିର୍ଗତ ହୁଏ ସେ…

ଆଲୋକର ପର୍ବ ଦୀପାବଳି

ଆଲୋକର ପର୍ବ ଦୀପାବଳି ଆସେ ହସେ ଏ ମରତ ଭୁଇଁ ଦୀପାବଳି ଆଲୋକେ ଘର ଦ୍ୱାର ହସେ କାକର ପେଟା ପଡ଼ଇ । । ପିଲାଠାରୁ ବଡ଼ ସଭିଏଁ ଫୁଟାନ୍ତି ଜାତି ଜାତି ବାଣ ଶୀତେ ଏଇ ଦିନେ ସର୍ବେ ଆନନ୍ଦେ ବିତାନ୍ତି ପିଠାପଣା ହୁଏ କେତେ ।…

କାର୍ତ୍ତିକ ପୁନେଇଁ

କାର୍ତ୍ତିକ ପୁନେଇଁ ଆସିଲାଣି ଧାଇଁ କୁହୁଡ଼ିଆ ଦିଶେ ଧରା ଘାସ ଗାଲିଚାରେ କାକର ପଡ଼ଇ ମନ ମୋହିନିଏ ପରା । । ପ୍ରତି ଓଡ଼ିଆଙ୍କ ପାଇଁ ଏ ପୁନେଇଁ ଅଭୂଲା ପରା ଅଟଇ ନଈ, ସାଗରରେ ଡ଼ଙ୍ଗାକୁ ଭସାଇ ଫେରିଆସନ୍ତି ଖୁସି ହୋଇ । ।…

ସମୟର ପଦଚିହ୍ନ

ସମୟର ସାଥେ ତାଳ ଦେଇ ବଞ୍ଚିବାର ସୁନେଲି ସପନ; ଅତୁଟ ରହେନା, ସମୟର ପଦଧ୍ୱନି ତଳେ ଉଜୁଡ଼ି ଯିବାର ଆଶଙ୍କାରେ,ମନ ତୁଟିଯାଏ,ଭାଜିଯାଏ;ଝୁରୁଥାଏ ପ୍ରାଣ। ସପନର ଡୋରେ ବନ୍ଧା କେତେ ଯେ ଯୋଜନା କେତେ ଛବି, କେତେ ରଙ୍ଗ;…

ସତେ ଅବୁଝା ଏ ମନ

ସତେ କେଡ଼େ ଅବୁଝା ଏମନ! ଅସ୍ଥିର ଏମନ ଭିତରେ ଅହରହ ଯୁଦ୍ଧର ଘୋଷଣା ସବୁ ଓଲଟ ପାଲଟ କରିବାକୁ ଏକାନ୍ତ ଯୋଜନା। ଅବୁଝା ମନଟାକୁ ବୁଝାଇ ଆଶ୍ୱସ୍ତ କରିବାକୁ,ବହୁବାର ପ୍ରୟାସ ବାଢିଛି ବୃଥା ସେ ପ୍ରୟାସ ,ଶତ ଦଂଶନର…