Browsing Category
କବିତା
ଜୀବନର ଅଭୁଲା ସପନ
ସପନକୁ ନେଇ ବଞ୍ଚିିବାର
କଳା ହିଁ ଜୀବନ
ସତ ହେଲେ ହେଉ ବା ନ ହେଉ
ମନେ ମନେ ଝୁରୁଥାଇ ପ୍ରାଣ
ଶେଷ ଶ୍ୱାସ ଯାଏଁ ସପନକୁ
ଭୁଲିବାକୁ ଚାହେଁନି ପରାଣ
ଏଇତ ଜୀବନର ଅଭୁଲା ସପନ
କଳ୍ପନାର ଖିଅ ଲମ୍ବିଯାଏ;କାହିଁ…
ମିତଟିଏ ହୁଏ ଲୋଡ଼ା
ମିତଟିଏ ହୁଏ ଲୋଡ଼ା
ମିତଟିଏ ହୁଏ ଲୋଡ଼ା
ଏକାନ୍ତରେ ମନକଥା ବସି କହିବାକୁ,
ଅସରା ଦୁଃଖପସରା ଖୋଲିଥୋଇବାକୁ
ଦୁଃଖସାଥେ କିଛି ସୁଖ ବାଣ୍ଟିବାକୁ
ମିତଟିଏ ହୁଏ ଲୋଡ଼ା।
ଏକା ଏକା ଏଠି ସମୟ ସରେନା
ପାହାଡ଼ଠୁ ବଳି ବୋଝ…
ଲେଖୁଛି ମୁଁ ପୋଲିସଙ୍କ ପାଇଁ
ଆମକୁ ହେଲାଣି କରୋନା ପ୍ୟାର
ତା ପ୍ରେମରେ ଆମେ ମାନିବୁନି ଜମା ହାର ।
ଖୁସିରେ ବାହରୁଛୁ କରିବାକୁ ଆମ ଡ୍ୟୁଟି
କେହି ରୋକିବେନି ଆମକୁ ଆମେ ଥିବୁ ସବୁଠି ।
ଚାଲିକି ହଉ ଅବା ଗାଡ଼ିରେ
ଆମେ ବୁଲୁଥାଉ ସବୁ ଜାଗାରେ ।…
ପ୍ରଭୁ ତୁମେ କରୁଣା ସାଗର
ପ୍ରଭୁ ତୁମେ କରୁଣା ସାଗର
ତୁମରି କରୁଣା ଅଟେ ଯେ ଅପାର ।
କରୁଣା ବିନ୍ଦୁ ସାଜି କରିବ ବିଶ୍ୱ କୁ ଉଦ୍ଧାର
ଏତିକି ଆଶା ଅଛି ଏ ବିଶ୍ୱ ବାସୀଙ୍କର ।
ଏ ଦୁନିଆ ର ରକ୍ଷକ ତୁମେ ଭକ୍ଷକ ସାଜ ନାହିଁ
ଏ କଳି ଯୁଗର ଅନ୍ତ ଏତେ…
କରୋନା ପାଇଁ….
କି ଥିଲା ମୋ ଦେଶ, କି ହୋଇଛି ଆଜ
ସବୁ ତ କରୋନା ପାଇଁ
ସହରଠୁ ପଲ୍ଲୀ , ମନ୍ଦିରଠୁ ଦିଲ୍ଲୀ
ସବୁଠି ନୀରବ ରାଜି।
ମହୋଦଧି ଆଜି ଗର୍ଜନ କରୁଛି
ଶୂନ୍ୟ କୋଳାହଳ ନେଇ
ବଡଦାଣ୍ଡ ଆଜି ଶୂନ୍ୟ ଶୂନ୍ୟ ଲାଗେ
ଜନ ସମାଗମ…
ଏକାଠି ଲଢ଼ିବା
ଡାକ୍ତର କରୁଛନ୍ତି ଆମ ଚିକିତ୍ସା
ନର୍ସଙ୍କ ଉପେରେ ରହିଛି ଆମ ଭରସା ।
ପୋଲିସ ଏଠି ଘରୁ କାଢ଼ି ଦଉନି
ଝାଡ଼ୁ ଵାଲା ଦେଶ ସଫା ରଖିଲେଣି ।
ପରା ମେଡିକାଲ ଷ୍ଟାଫ ଆମର
ଡୁଟି କରୁଛନ୍ତି ଭୁଲି ଘରଦ୍ୱାର ।
ମିଡ଼ିଆ ଭାଇ ଭଉଣୀକୁ…
ଆଶାର ପ୍ରଦୀପ
ସାଧନାର ପଥେ ଆଶାର ପ୍ରଦୀପ
ଜଗାଏ ପ୍ରାଣରେ ଅମିତ ସୁଖ
ଜୀବନର ଅର୍ଥ ସାଧନା ଓ ବ୍ରତ
ନଜାଣଇ ଯିିଏ ପାଏ କି ସୁଖ ?
ସମୟର ଗତି କେତେ ଯେ ପ୍ରଖର
ତାଳ ଦେଇ ସାଥେ ହୁଏ ଚାଲିବାର
କିଛିଟା ସ୍ୱପ୍ନ, ନଦେଇ ପାରିଲେ
ଜୀବନ କି…
କରୋନା ରୋକିବ କି ଘୋଷଯାତ?
ବିବାଦରେ ଏବେ ପୁରୀ ଜଗନ୍ନାଥ
ହେବ କି ନାହିଁ ତାଙ୍କ ଘୋଷଯାତ।
ଜଗତର ନାଥ ପ୍ରଭୁ ଜଗନ୍ନାଥ
ନିଶ୍ଚିତ କରିବେ କରୋନାକୁ ନାଶ।
ଭକ୍ତ ବିନା ଏବେ ଶ୍ରୀମନ୍ଦିର
ସେ କି କରିବ ତା’ର ଉପଚାର।
ମାସେ ହେଲା ସେ ଭକ୍ତଙ୍କୁ…
ମୁଁ କରୋନା ଯୋଦ୍ଧା !
ପ୍ରଭୁ ଜଗନ୍ନାଥଙ୍କୁ ମୋର ପ୍ରାର୍ଥନା
ଦୂର କରି ଦିଅନ୍ତୁ କରୋନା।
ବହୁତ ଗଲାଣି ଜୀବନ
ବଞ୍ଚିରହିବା ଆଉ କେତେଦିନ।
ଜାଣିନି ଫେରିବି କି ନାହିଁ ଘରକୁ
ପୁଣି ଭେଟି ପାରିବି କି ଗୁରୁଜନଙ୍କୁ।
ବହୁତ ମନେପଡ଼େ ମୋ ପିଲାଦିନ…