Browsing Category

କବିତା

ବିଶ୍ବବାସୀ ଆଜି ଭୟେ ପ୍ରକମ୍ପିତ !

ମିନତୀ। ଶାନ୍ତିଲତା ପଣ୍ଡା ସାରା ବିଶ୍ବବାସୀ ଆଜି ଭୟେ ପ୍ରକମ୍ପିତ। କରୋନାମହାମାରୀ ରେ ହୋଇ ପ୍ରତିହତ। ନୀରବେ ଶୋଇଛି ପୁଣି ଜନ ସରୋବର। ମାରିବାକୁ ଭୁତାଣୁକୁ ନାହିଁ ହତିଆର । ଶଙ୍ଖ ଘଣ୍ଟା ଖୋଳ ତାଳେ କମ୍ପିଲା…

ସମୟର ଢ଼େଉ

ମନ ପାରାବାରେ ସମୟର ଢ଼େଉ; ସାଥେ ସାଥେ ଉତ୍ତାଳ ତରଙ୍ଗମାଳା, ନାଚି ନାଚି ଗାଉଥାଏ ସମୟର ଗାଥା ମାନେ ନାହିଁ ବାରଣ; ସୀମା ଡ଼େଇଁ ଲଂଘିଯାଏ, ତାଣ୍ଡବର ଡ଼ମ୍ବରୁ ବଜାଇ ପ୍ରଳୟର ଆଶଙ୍କା; ମନେ ମୋ ଆତଙ୍କ ଜଗାଏ ମନେ ହୁଏ…

ନାରୀ

ନାରୀଟିଏ କିଏ ? କ’ଣ ତା’ର ପରିଚୟ? ଏପ୍ରଶ୍ନ ଯେବେ ବାରବାର ଦୋହୋରାଇ ଦୋହୋରାଇ ଏ ମନକୁ ଦିଏ ଚହଲାଇ ଅସ୍ତବ୍ୟସ୍ତ-ଆନ୍ଦୋଳିତ କରେ ହୃଦୟକୁ ମୋର ମନ କହେ- ନାରୀଟିଏ! ସୃଷ୍ଟିର ବୀଜଟିଏ ଓଁକାର ଝଙ୍କାରର ଉଚ୍ଚାରିଣୀ…

ସମୟ ସୁଅରେ ଜୀବନ ସଂଗୀତ

ସମୟର ନଈ ବହେ ଅଙ୍କାବଙ୍କା ହୋଇ ଦୁଃଖ ସୁଖ ପ୍ରତି ମୋଡ଼େ କେତେ କଥା କହି ସେ ବେଳା ଭୂମିରେ ଆମେ ଦୁଇଟି ଝରଣା ସାଥେ ସାଥେ ଝରି ଯାଉ ନୁହେଁ ବାଟବଣା ସେ ସମୟ ସ୍ମୃତିର-ସନ୍ତକ ଆମ ପାଇଁ କରିଛି ଯେ ଏକ ମନ-ପ୍ରାଣ ଏକ ଦେହୀ…

ତୁମ ପାଇଁ ଗାଏ ଗୀତ

ବଦଳି ଗଲାଣି ସମୟରେ ଧନ ବଦଳି ଗଲାଣି ସମୟ ନିଜ ସୁଖ କଥା ସଭିଙ୍କର ଚିନ୍ତା ବାପମାଆ ଦୁଃଖେ ଅଥୟ। ବାପମାଆ ଡାକ ଭୁଲି ବୁଢାବୁଢୀ ମଣନ୍ତି ଅଲୋଡ଼ା ଏଜୀବ ଗୋଡ଼ ହାତ ତାଙ୍କ ଅଚଳ ଆଗରୁ ନିତି ଖୋଜୁଥାନ୍ତି ମରଣ। ପେନସନ୍‍…

ଜୀବନ ସଂଗୀତ

ଏଇ ମୋ ଭାରତ ଦେଶ ସୁନାର ଏ ଦେଶେ କେତେ ଋଷି ମୁନି ଯାଇଛନ୍ତି ରଚି ପୁରାଣ କାହାଣୀ ପ୍ରାଚୀନ ସଂସ୍କୃତି ଅମଳିନ କୀର୍ତ୍ତି ଭରା ନୀତି ଧର୍ମ ଉପଦେଶ। ଜୀବନ ସଂଗୀତ ଗାଇ ମହାକବି କିଣିଛନ୍ତି ହୃଦ ବତାଇଣ ବିଧି ଯେ…

କାହିଁ ଗଲା ହଜି ମାଟିର ମହକ

କାହିଁ ଗଲା ହଜି ସତେ ସେ ମାଟିର ମହକ ଏମାଟିରେ ଯେ ଜନମେ ନ ମଣେ ନିଜ ଭାଗ୍ୟ ଟେକ ସେ ମୁଲକେ ନାହିଁ ଆଜି ଶାନ୍ତି ଅବା ସୁଖ ଅବିଶ୍ୱାସ ଅନାଦର ବଢେ ଛଳନା କପଟ। କେତେ ଯେ ମହତଜନ ଜନମି ଯେଉଁଠି ପରହିତେ ଜୀବନକୁ ରଖିଥିଲେ…

ଏକ ତରଫ ପ୍ରେମକୁ ନେଇ ରେଭେନ୍ସାରେ ରାଗିଂ ଅଭିଯୋଗ

କଟକ,୧୫/୨: ପୁଣି ରେଭେନ୍ସାରେ ରାଗିଂ ହୋଇଥିବା ଅଭିଯୋଗ ହୋଇଛି। ଜଣେ ଛାତ୍ରୀଙ୍କୁ ମାଡ ମାରିବା ସହ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ରାଗିଂର ଶିକାର ହୋଇଥିବା ଛାତ୍ରୀ ଜଣକ ୟୁଜିସି ସାଇଟରେ ଜଣାଇବା…

ଗୋଲାପର ଦୁଃଖ

ଦୁଇଟି ହୃଦୟର ଅବ୍ୟକ୍ତ ଉଷ୍ମତାରେ ଜଳିଯାଏ ଗୋଲାପର ବାସ ପ୍ରତିଶ୍ରୁତିର ପାହାଡ଼ ଭିତରୁ ଶୁଭେ ଅନ୍ଧକାରର ଅସ୍ପଷ୍ଟ ଯନ୍ତ୍ରଣା; ଗୋଲାପର ପାଖୁଡ଼ାମାନେ ପାଲଟିଥା’ନ୍ତି ଅସହାୟ ହରାଇ ବସନ୍ତି ସମସ୍ତ ଆକର୍ଷଣ ସମୟର ସିକ୍ତ…

ଶୀତ ସକାଳ

ଶୀତାର୍ଭ ପ୍ରଭାତର ଶଈତ୍ୟରେ ଶୀହରିତ ହେଇଉଠେ ତନୁକାନ୍ତି । ତଦ୍ଦଣ୍ଡ ତେଜପୁଞ୍ଜ ତପନ ତୁଳିତଳ୍ପ ଶଯ୍ୟାତ୍ୟାଗୀ ହେଇ, ବିଦୀର୍ଣ୍ଣ ଦୂର ଦିଗବଳୟରୁ ତପ୍ତକାଞ୍ଚନ ସମ କରରାଜିରେ, ଉଦ୍ଭାସିତ କରନ୍ତି ଶସ୍ୟଶ୍ୟାମଳା ଏ…