Browsing Category

କବିତା

ନୀଳ ନୟନା

ତୁମେ ଶୀତୁଆ ରାତିର ଚନ୍ଦ୍ରମା ଛାତିର ଶିଶିର ଭିଜା ଜୋଛନା, ତୁମେ ଗୋଧୂଳି ବେଳର କାଳିମା ଅନ୍ଧାର କ୍ଷଣେ ରହି ଚାଲି ଯାଅନା । କୁହୁଡ଼ିର ଛାତି ଚିରି ବେସରମ ବତୀ ପରି ଚୁପି ଚୁପି ତୁମେ ଆସନା, ଆଗୋ ମନ୍ଦାକିନୀ ମୋ ମହ…