Browsing Category

ଖେଳ

ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା:ଟିମକୁ ଫେରିଲେ ମହମ୍ମଦ ସାମି

ନୂଆଦିଲ୍ଲୀ:ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି ।ଇଂଲଣ୍ଡ ବିପକ୍ଷ ୫ ଟିକିଆ ଟି-୨୦ ସିରିଜ ପାଇଁ ଆଜି ୧୫ ଜଣିଆ ସ୍କ୍ୱାଡ ଘୋଷଣା କରିଛି ବିସିସିଆଇ। ଦୀର୍ଘ ଦେଢ଼ ବର୍ଷ ପରେ ଅନ୍ତର୍ଜାତୀୟ କ୍ରିକେଟକୁ…

୪ ଭାରତୀୟ ଖେଳାଳିଙ୍କୁ ମିଳିବ ଖେଳରତ୍ନ ପୁରସ୍କାର

ଭୁବନେଶ୍ୱର : ୪ ଭାରତୀୟ ଖେଳାଳିଙ୍କୁ ମିଳିବ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ଇ ୨୦୨୪ ପାଇଁ ଖେଳରତ୍ନ ପୁରସ୍କାରକୁ ଯୋଗ୍ୟ ବିବେଚିତ ହୋଇଥିବା ଖେଳାଳି ମାନେ ହେଲେ ପାରା - ଆଥଲେଟ ସ୍ବର୍ଣ୍ଣ ବିଜେତା ପ୍ରବୀଣ କୁମାର,…

ଓଡିଶା କ୍ରୀଡାରେ ଆଉ ଏକ ମାଇଲଷ୍ଟୋନ: ବିଶ୍ୱ ସ୍ତରୀୟ ହେବ ବ୍ୟାଡ଼ମିଣ୍ଟନ ହାଇ ପର୍ଫମାନ୍ସ ସେଣ୍ଟର

ଭୁବନେଶ୍ୱର:ଓଡିଶା କ୍ରୀଡାରେ ଯୋଡି ହେଲା ଆଉ ଏକା ନୂଆ ଫର୍ଦ୍ଧ।ଡାଲମିୟା ସିମେଣ୍ଟ, ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ସେଵା ବିଭାଗ ଏବଂ ଗୋପୀଚାନ୍ଦ ବ୍ୟାଡ଼ମିଣ୍ଟନ ଏକାଡେମୀର ମିଳିତ ସହଯୋଗରେ ବ୍ୟାଡ଼ମିଣ୍ଟନ ହାଇ ପର୍ଫମାନ୍ସ…

କଳିଙ୍ଗ ଷ୍ଟାଡିଅମରେ ବ୍ୟାଡମିଣ୍ଟନ ହାଇ ପରଫରମାନ୍‌ସ ସେଣ୍ଟର ଉଦ୍‌ଘାଟିତ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିଅମ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭାରତ ଗୋପୀଚନ୍ଦ ଓଡିଶା ବ୍ୟାଡମିଣ୍ଟନ ହାଇ ପରଫରମାନ୍‌ସ ସେଣ୍ଟର ଉଦ୍‌ଘାଟନ କରିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ଡଃ ହିମନ୍ତ ବିଶ୍ବଶର୍ମା ଏବଂ ବିଶିଷ୍ଟ…

ବିଜୟ ହଜାରେ ଟ୍ରଫି ପାଇଁ ଓଡ଼ିଶା ସିନିୟର କ୍ରିକେଟ ଟିମ ଘୋଷଣା

କଟକ:ବିଜୟ ହଜାରେ ଟ୍ରଫି ପାଇଁ ଘୋଷଣା ହୋଇଛି ଓଡ଼ିଶା ସିନିୟର କ୍ରିକେଟ ଟିମ। ବାରବାଟୀ ଷ୍ଟାଡିୟମ ପରିସରରେ ଓଡ଼ିଶା କ୍ରିକେଟ ସଂଘ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସିନିୟର୍ କ୍ରିକେଟ ଟିମ୍ ହେଡ୍ କୋଚ ସୁରେନ୍ଦ୍ର…

ଭାରତୀୟ ଦଳକୁ ଫେରିବା ପାଇଁ ମହମ୍ମଦ ସାମିଙ୍କ ଆଗରେ ସତ ସର୍ତ୍ତ ରଖିଲା ବିସିସିଆଇ

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫିରେ ଭାରତୀୟ ଦଳକୁ ଫେରିବାକୁ ହେଲେ ଦ୍ରୁତ ବୋଲର୍‌ ମହମ୍ମଦ ସାମିଙ୍କ ପାଖରେ ସପ୍ତାହେରୁ କମ୍‌ ଦିନ ରହିଛି। ଆହତ ହୋଇ ବହୁ ଦିନ ପର୍ଯ୍ୟନ୍ତ କ୍ରିକେଟ୍‌ଠୁ ଦୂରରେ ରହିବା ପରେ ରଣଜୀ…

ଅଷ୍ଟ୍ରେଲିଆ ସଂସଦରେ ଉଦ୍‌ବୋଧନ ଦେଲେ ଭାରତୀୟ ଟେଷ୍ଟ୍‌ ଦଳର ଅଧିନାୟକ ରୋହିତ ଶର୍ମା

କାନବେରା: ଭାରତ ଓ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଏକାଦଶ ମଧ୍ୟରେ ହେବାକୁ ଥିବା ଏକମାତ୍ର ଅଭ୍ୟାସ ମ୍ୟାଚ୍‌ ପୂର୍ବରୁ ଭାରତୀୟ କ୍ରିକେଟ୍‌ ଦଳ କାନବେରାରେ ଥିବା ଅଷ୍ଟ୍ରେଲିଆ ସଂସଦକୁ ନିମନ୍ତ୍ରିତ ହୋଇଥିଲା। ଅଷ୍ଟ୍ରେଲିଆ…

ରାଜ୍ୟସ୍ତରୀୟ କ୍ରୀଡ଼ା ମହୋତ୍ସବ ‘ଉତ୍ସାହ’ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ଠାରେ ରାଜ୍ୟସ୍ତରୀୟ କ୍ରୀଡ଼ା ମହୋତ୍ସବ ‘ଉତ୍ସାହ’ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଶା ହେବ କ୍ରୀଡାର ପାୱାର ହାଉସ ।…

ବ୍ୟକ୍ତିଗତ କାରଣ ଦର୍ଶାଇ ସ୍ବଦେଶ ଫେରିଲେ ଭାରତୀୟ ପ୍ରଶିକ୍ଷକ ଗମ୍ଭୀର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ‘ବ୍ୟକ୍ତିଗତ ଜରୁରି’ ଦର୍ଶାଇ ଅଷ୍ଟ୍ରେଲିଆରୁ ସ୍ବଦେଶ ଫେରିଆସିଛନ୍ତି। ଫଳରେ ନଭେମ୍ବର ୩୦ ତାରିଖରେ କାନ୍‌ବେରାରେ ହେବାକୁ ଥିବା ପ୍ରଧାନମନ୍ତ୍ରୀ…

ଚାମ୍ପିଅନ୍ସ ଟ୍ରଫି ପାଇଁ ଆସିସିର ଜରୁରୀ ବୈଠକ ୨୯ରେ

ଦୁବାଇ: ଆସନ୍ତାବର୍ଷ ପ୍ରାରମ୍ଭରେ ଖେଳାଯିବାକୁ ଥିବା ଚାମ୍ପିଅନ୍ସ ଟ୍ରଫିକୁ ନେଇ ସୃଷ୍ଟି ହୋଇଥିବା ଗତିରୋଧ ଦୂର କରିବା ଲାଗି ଆସନ୍ତା ୨୯ ତାରିଖରେ ଆଇସିସି ବୋର୍ଡ ବୈଠକ ବସିବ। ଏଥି‌ରେ ଏହି ପ୍ରତିଯୋଗିତାର ଭାଗ୍ୟ…