Browsing Category
ଖେଳ
ନାଡା ଦ୍ବାରା କୁସ୍ତିବିତ୍ ବଜରଙ୍ଗ ପୁନିଆ ୪ବର୍ଷ ନିଲମ୍ବିତ
ନୂଆଦିଲ୍ଲୀ: ଜାତୀୟ ଆଣ୍ଟି ଡୋପିଂ ଏଜେନ୍ସି (ନାଡା) ପକ୍ଷରୁ ଶୀର୍ଷ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ୪ ବର୍ଷ ପାଇଁ ନିଲମ୍ବନ କରିଛି। ମାର୍ଚ୍ଚ ୧୦ ତାରିଖରେ ଜାତୀୟ ଦଳ ପାଇଁ ହେଉଥିବା ଚୟନ ବେଳେ ବଜରଙ୍ଗ ପରୀକ୍ଷା ପାଇଁ…
କ୍ରୀଡ଼ାମନ୍ତ୍ରୀଙ୍କୁ ଭେଟିଲେ ବିଶ୍ବ ଦୌଡ଼କୁଦ ମୁଖ୍ୟ ସେବାସ୍ତିଆନ୍ କୋଏ
ନୂଆଦିଲ୍ଲୀ: ବିଶ୍ବ ଦୌଡ଼କୁଦ ମୁଖ୍ୟ ସେବାସ୍ତିଆନ୍ କୋଏ କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବୀୟଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ୍କାରରେ ଉଭୟ ଭାରତରେ ୨୦୩୬ ଅଲିମ୍ପିକ୍ ଆୟୋଜନ ଏବଂ ଦେଶରେ ଦୌଡ଼କୁଦର ବିକାଶ ଉପରେ ଆଲୋଚନା…
ଆଣ୍ଡି ମରେ ହେଲେ ଜୋକୋଭିକ୍ଙ୍କ ନୂଆ ପ୍ରଶିକ୍ଷକ
ବେଲ୍ଗ୍ରେଡ୍: ବର୍ଷ ଆରମ୍ଭର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଅଷ୍ଟ୍ରେଲିଆନ୍ ଓପନ୍ ପୂର୍ବରୁ ସର୍ବିୟାର ତାରକା ଖେଳାଳି ନୋଭାକ ଜୋକୋଭିକ୍ ନୂଆ ପ୍ରଶିକ୍ଷକଙ୍କୁ ନିଯୁକ୍ତି କରିଛନ୍ତି। ଏହି ୨୪ ଗ୍ରାଣ୍ଡ୍ସ୍ଲାମ୍ ବିଜେତା…
ତିନି ବର୍ଷ ପାଇଁ ଆସିଲା ଆଇପିଏଲ୍ ସୂଚୀ: ମାର୍ଚ୍ଚ ୧୪ରୁ ଆଇପିଏଲ୍-୨୦୨୫
ନୂଆଦିଲ୍ଲୀ: ଆଇପିଏଲ୍ର ପରବର୍ତ୍ତୀ ତିନି ସିଜନ୍ ପାଇଁ ତାରିଖ ଧାର୍ଯ୍ୟ କରିଛି ବିସିସିଆଇ। ୨୦୨୫ ଆଇପିଏଲ୍ ସିଜନ୍ ମାର୍ଚ୍ଚ ୧୪ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ମେ ୨୫ ତାରିଖରେ ଶେଷ ହେବ। ୨୦୨୬ରେ ମାର୍ଚ୍ଚ ୧୫ରୁ…
ଚାମ୍ପିଅନ୍ସ ଟ୍ରଫି ପାଇଁ ଜରୁରୀ ବୈଠକ ଡକାଇଲା ଆଇସିସି
ନୂଆଦିଲ୍ଲୀ: ଆସନ୍ତା ବର୍ଷ ଫେବ୍ରୁଆରିରେ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି କ୍ରିକେଟ୍କୁ ନେଇ ଦ୍ବନ୍ଦ୍ବ ଲାଗି ରହିଛି। ପାକିସ୍ତାନ ଏହାର ଏକମାତ୍ର ଆୟୋଜକ ହୋଇଥିଲା ବେଳେ ସୁରକ୍ଷା ଜନିତ କାରଣ ଦର୍ଶାଇ ଭାରତ ସେଠାକୁ…
ବର୍ଡର ଗାଭାସ୍କର ଟ୍ରଫି: ଭାରତ ୧୫୦, ଅଷ୍ଟ୍ରେଲିଆ ୬୭/୭
ପର୍ଥ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ଆଜିଠୁ ପର୍ଥରେ ଆରମ୍ଭ ହୋଇଛି। ପର୍ଥ ଟେଷ୍ଟ୍ର ପ୍ରଥମ ଦିନ ଅତ୍ୟନ୍ତ ରୋମାଞ୍ଚକର ହୋଇଛି। ଟସ୍ ଜିତି ବ୍ୟାଟିଂ କରିଥିବା ଭାରତ ପ୍ରଥମ ପାଳିରେ ୧୫୦ ରନ୍ରେ…
ଅବସର ଘୋଷଣା କଲେ ଭାରତୀୟ ଟେନିସ୍ ଖେଳାଳି ପ୍ରଜ୍ଞେଶ ଗୁଣେଶ୍ବରନ୍
ନୂଆଦିଲ୍ଲୀ: ଭାରତୀୟ ଟେନିସ ଖେଳାଳି ପ୍ରଜ୍ଞେଶ ଗୁଣେଶ୍ବରନ ପେସାଗତ ଟେନିସରୁ ଅବସର ଘୋଷଣା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ହୃଦୟସ୍ପର୍ଶୀ ବାର୍ତ୍ତା ଲେଖି ୩୫ ବର୍ଷୀୟ ପ୍ରଜ୍ଞେଶ ନିଜ ଅବସର ବିଷୟରେ ସୂଚନା ଦେଇଛନ୍ତି।…
ଶେଷ ଟ୍ବେଣ୍ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ଶୃଙ୍ଖଳା ଜିତିଲା
ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ୩-୧ରେ ଜିତି ନେଇଛି। ଚତୁର୍ଥ ତଥା ଅନ୍ତିମ ମ୍ୟାଚ୍ରେ ୧୩୫ ରନ୍ର ବୃହତ୍ ବିଜୟ ପାଇଛି ଭାରତୀୟ ଦଳ। ଭାରତର ୨୮୩ ରନ୍ ଜବାବରେ ଘରୋଇ ଦଳ ୧୪୮ ରନ୍…
ରଣଜୀ ଟ୍ରଫିରେ ସ୍ନେହଲ-କାଶ୍ୟପଙ୍କ ରେକର୍ଡ
ପୋର୍ଭୋରିମ୍: ଅରୁଣାଚଳପ୍ରଦେଶ ବିପକ୍ଷରେ ରଣଜୀ ଟ୍ରଫି ପ୍ଲେଟ୍ ଗ୍ରୁପ୍ର ଦ୍ବିତୀୟ ଦିନରେ ସ୍ନେହଲ କୌଥାଙ୍କର ଓ କାଶ୍ୟପ ବାକ୍ଲେ ଇତିହାସ ରଚିଛନ୍ତି। ପଦାର୍ପଣ ମ୍ୟାଚ୍ ଖେଳୁଥିବା କାଶ୍ୟପ ତ୍ରିଶତକ ଅର୍ଜନ କରିଥିଲା…
ଜାପାନ ସୁପର ସିରିଜ୍ରୁ ବିଦାୟ ନେଲେ ସିନ୍ଧୁ
ଟୋକିଓ: ଅନ୍ତର୍ଜାତୀୟ ସର୍କିଟ୍ରେ ଭାରତୀୟ ବ୍ୟାଡମିଣ୍ଟନ୍ ତାରକା ପିଭି ସିନ୍ଧୁଙ୍କ ଖରାପ ପ୍ରଦର୍ଶନ ଜାରି ରହିଛି। ଲଗାତାର ଦୁର୍ବଳ ପ୍ରଦର୍ଶନ ଦେଇ ବିଶ୍ବମାନ୍ୟତାର ୨୦ତମ ସ୍ଥାନକୁ ଖସି ଆସିଥିବା ସିନ୍ଧୁ ଏଠାରେ ଚାଲିଥିବା…