Browsing Category
ଖେଳ
ଜାପାନ ସୁପର ସିରିଜ୍ରୁ ବିଦାୟ ନେଲେ ସିନ୍ଧୁ
ଟୋକିଓ: ଅନ୍ତର୍ଜାତୀୟ ସର୍କିଟ୍ରେ ଭାରତୀୟ ବ୍ୟାଡମିଣ୍ଟନ୍ ତାରକା ପିଭି ସିନ୍ଧୁଙ୍କ ଖରାପ ପ୍ରଦର୍ଶନ ଜାରି ରହିଛି। ଲଗାତାର ଦୁର୍ବଳ ପ୍ରଦର୍ଶନ ଦେଇ ବିଶ୍ବମାନ୍ୟତାର ୨୦ତମ ସ୍ଥାନକୁ ଖସି ଆସିଥିବା ସିନ୍ଧୁ ଏଠାରେ ଚାଲିଥିବା…
ଏସୀୟ ଚାମ୍ପିଅନ୍ସ ଟ୍ରଫି ମହିଳା ହକି: ଭାରତର ହ୍ୟାଟ୍ରିକ୍ ବିଜୟ
ରାଜଗିର: ବିହାରର ରାଜଗିରରେ ଚାଲିଥିବା ମହିଳା ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ଭାରତ ହ୍ୟାଟ୍ରିକ୍ ବିଜୟ ପାଇଛି। ପ୍ରଥମ ଦୁଇ ମ୍ୟାଚ୍ରେ ମାଲେସିଆ ଓ କୋରିଆକୁ ମାତ୍ ଦେଇଥିବା ଭାରତ ତୃତୀୟ ମ୍ୟାଚ୍ରେ…
ଭାରତ-ଦ. ଆଫ୍ରିକା ଚତୁର୍ଥ ଟି ଟ୍ୱେଣ୍ଟି: ସିରିଜ ହାତେଇବା ଲକ୍ଷ୍ୟରେ ଟିମ ଇଣ୍ଡିଆ, ଘରୋଇ ଦଳ ପାଇଁ କର ବା ମର
ଜୋହାନ୍ସବର୍ଗ: ଆଜି ଭାରତ ଓ ଘରୋଇ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନ୍ତିମ ତଥା ଚତୁର୍ଥ ଟି ଟ୍ୱେଣ୍ଟି ମ୍ୟାଚ ଖେଳାଯିବ। ସିରିଜ ବିଜୟ ଲକ୍ଷ୍ୟରେ ଟିମ ଇଣ୍ଡିଆ ମୈଦାନକୁ ଓଲ୍ହାଇବ। ସେହିପରି ଘରୋଇ ଦଳ ପାଇଁ ଆଜି କର ବା ମର ସ୍ଥିତି।…
ଗୁଜରାଟ ଜାଏଣ୍ଟ୍ସ ବ୍ୟାଟିଂ ପ୍ରଶିକ୍ଷକ ପାର୍ଥିବ ପଟେଲ୍
ନୂଆଦିଲ୍ଲୀ: ଆଇପିଏଲ୍ ଦଳ ଗୁଜରାଟ ଟାଇଟାନ୍ସ ପକ୍ଷରୁ ପୂର୍ବତନ ଭାରତୀୟ କ୍ରିକେଟର୍ ପାର୍ଥିବ ପଟେଲଙ୍କୁ ସହକାରୀ ପ୍ରଶିକ୍ଷକ ସହ ମୁଖ୍ୟ ବ୍ୟାଟିଂ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିଛି। ଏହି ପୂର୍ବତନ…
ସେଞ୍ଚୁରିଅନ୍ରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ଭାରତ
ସେଞ୍ଚୁରିଅନ୍: ତିଳକ ବର୍ମାଙ୍କ ପ୍ରଥମ ଆନ୍ତର୍ଜାତିକ ଶତକ ସହାୟତାରେ ଭାରତ ଏଠାରେ ଖେଳିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟ୍ବେଣ୍ଟି-୨୦କୁ ୧୧ ରନ୍ରେ ଜିତିନେଇଛି। ଭାରତ ପକ୍ଷରୁ ଧାର୍ଯ୍ୟ ୨୨୦ ରନ୍ର ଲକ୍ଷ୍ୟକୁ ପିଛା…
ଆଜି ଭାରତ- ଦକ୍ଷିଣ ଆଫ୍ରିକା ତୃତୀୟ ଟି ଟ୍ୱେଣ୍ଟି : ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ, ବଦଳିପାରେ ଚୂଡାନ୍ତ ଏକାଦଶ
ସେଞ୍ଚୁରିଆନ:ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ତୃତୀୟ ଟି ଟ୍ୱେଣ୍ଟି ମ୍ୟାଚ। ଜିତିବା ଲକ୍ଷ୍ୟରେ ପଡିଆକୁ ଓଲ୍ହାଇବ ସୂର୍ଯ୍ୟ ବାହିନୀ। ଆଜି ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ ହେବାର ସମ୍ଭାବନା ରହୁଛି।…
ଏସୀୟ ମହିଳା ଚାମ୍ପିଅନ୍ସ ଟ୍ରଫି ହକିରେ ମାଲେସିଆକୁ ହରାଇ ଭାରତର ବିଜୟ ଅଭିଯାନ
ରାଜଗିର: ମହିଳା ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତା ବିହାରର ରାଜଗିରରେ ଆରମ୍ଭ ହୋଇଛି। ଉଦ୍ଘାଟନୀ ଦିବସରେ ବିଜେତା ଭାରତ ନିଜର ଦବ୍ଦବା ଜାରି ରଖି ବିଜୟରୁ ଅଭିଯାନ ଆରମ୍ଭ କରିଛି। ଘରୋଇ ଦଳ ଭାରତ ୪-୦…
ଧୋନି ଯେପର୍ଯ୍ୟନ୍ତ ଚାହିଁବେ ସିଏସ୍କେରେ ଖେଳିପାରିବେ: ବିଶ୍ବନାଥନ୍
ଚେନ୍ନାଇ: କିଂବଦନ୍ତି କ୍ରିକେଟର୍ ମହେନ୍ଦ୍ର ସିଂହ ଧୋନିଙ୍କ ଆଇପିଏଲ୍ ଭବିଷ୍ୟତ ଉପରେ ସଙ୍କେତ ଦେଇଛନ୍ତି ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍କେ) ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କାଶୀ ବିଶ୍ବନାଥନ। ଧୋନିଙ୍କ ବୟସ ୪୦…
ଚାମ୍ପିୟନ୍ସ ଟ୍ରଫିରୁ ଓହରିବ ପାକିସ୍ତାନ: ଚାମ୍ପିୟନ୍ସ ଟ୍ରଫିକୁ ନେଇ ଏମିତି ଚେତାବନୀ ଦେଲା ପିସିବି
ଲାହୋର:ସୁରକ୍ଷା କାରଣରୁ ଭାରତୀୟ ଦଳ ପାକିସ୍ତାନ ଯିବାକୁ ମନା କରିବା ପରେ ଏବେ ପାକିସ୍ତାନ ଏକ ଚେତାବନୀ ଦେଇଛି। ପାକିସ୍ତାନ ଗଣମାଧ୍ୟ୍ୟମ ଡନରେ ପ୍ରକାଶିତ ରିପୋର୍ଟ ଅନୁସାରେ ପିସିବି କହିଛି ଆସନ୍ତା ବର୍ଷ ହେବାକୁ ଥିବା…
ବର୍ଡ଼ର-ଗାଭାସ୍କର ଟ୍ରଫି: ରୋହିତଙ୍କ ଖେଳିବା ନେଇ ସସପେନ୍ସ, ପ୍ଲେଇଙ୍ଗ-୧୧ ଉପରେ ରହିବ ନଜର
ମେଲବର୍ଣ୍ଣ:ବର୍ଡ଼ର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚରେ ନ ଖେଳି ପାରନ୍ତି ରୋହିତ ଶର୍ମା। ବିଶେଷ ସୂତ୍ରରୁ ଆସୁଥିବା ଖବର ଅନୁସାରେ ରୋହିତ ପ୍ରଥମ ଟେଷ୍ଟ ଖେଳି ନ ପାରନ୍ତି। ଯଦି ରୋହିତ ଖେଳିବେନି ତା ହେଲେ ପ୍ରଥମ ଟେଷ୍ଟରେ…