Browsing Category
ବିଶ୍ବ
ଅପରେସନ କାବେରୀ ଅଧୀନରେ ୫୦୦ରୁ ଅଧିକ ଭାରତୀୟ ସୁଦାନ ଛାଡ଼ିଲେଣି
ନୂଆଦିଲ୍ଲୀ : ସୁଦାନ ହିଂସା ଜାରି ରହିଛି। ସୁଦାନ ସେନାବାହିନୀ ପକ୍ଷରୁ ଘୋଷଣା ହୋଇଥିବା ୭୨ ଘଣ୍ଟାର ଅସ୍ତ୍ରବିରତି ବିଫଳ ହୋଇଛି। ବିମାନ ଆକ୍ରମଣ ସହ ପୁନର୍ବାର ଲଢ଼େଇ ସୁଦାନରେ ଉଦ୍ଧାର କାର୍ଯ୍ୟକୁ ଜଟିଳ କରିଦେଇଛି। ଇତି…
ସିଙ୍ଗାପୁରରେ ଭାରତୀୟ ବଂଶୋଦ୍ଭବ ଯୁବକଙ୍କୁ ଫାଶୀ
ନୂଆଦିଲ୍ଲୀ : ସିଙ୍ଗାପୁର ସରକାର ବୁଧବାର ଦିନ ଜଣେ ଭାରତୀୟ ବଂଶୋଦ୍ଭବ ଯୁବକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦେଇଛନ୍ତି। ୧ କିଲୋଗ୍ରାମ ଗଞ୍ଜେଇ ଚୋରାଚାଲାଣ ଷଡ଼ଯନ୍ତ୍ରରେ ସେ ସାମିଲ ଥିବା ନେଇ ଦୋଷୀସାବ୍ୟସ୍ତ ହୋଇଥିଲେ।…
ପକ୍ଷୀକୁ ଧକ୍କାରେ ଇଞ୍ଜିନ୍ ଜଳିଗଲା, ଆମେରିକୀୟ ବିମାନର ଜରୁରୀ ଅବତରଣ
କଲମ୍ବସ୍: ରବିବାର ସକାଳେ ଆମେରିକାର ଓହିଓ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିବା ପରେ ପରେ ଏକ ଆମେରିକୀୟ ବିମାନର ପକ୍ଷୀଙ୍କ ସହିତ ଧକ୍କା ହେବାରୁ ଇଞ୍ଜିନ୍ରେ ନିଆଁ ଲାଗିଯାଇଥିଲା। ଏହାଫଳରେ ବିମାନଟି ଜରୁରୀ ଅବତରଣ କରିଥିଲା…
ବିମାନବନ୍ଦରରୁ ୧୨୧ କୋଟିର ସୁନା ଚୋରି
ଓଟାୱା: କାନାଡାର ଟରଣ୍ଟୋ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୧୪.୮ ମିଲିୟନ ଅର୍ଥାତ୍ ୧୨୧ କୋଟି ଟଙ୍କାର ସୁନା ଏବଂ ଅନ୍ୟ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଯାଇଛି। ସୋମବାର ବିଳମ୍ବିତ ସନ୍ଧ୍ୟାରେ ବିମାନବନ୍ଦରରେ ପହଞ୍ଚିଥିବା ଏକ…
ଖାରତୌମରୁ କୂଟନୀତିଜ୍ଞମାନଙ୍କୁ ସ୍ଥାନାନ୍ତରଣ କଲେ ଆମେରିକୀୟ ସୈନିକ
ନୂଆଦିଲ୍ଲୀ: ସୁଦାନ ସଂଘର୍ଷ ଦ୍ବିତୀୟ ସପ୍ତାହରେ ପ୍ରବେଶ କରିଥିବା ବେଳେ ଆଜି ଆମେରିକାର ସୈନିକମାନେ ଖାରତୌମରେ ଥିବା ଆମେରିକୀୟ କୂଟନୀତିଜ୍ଞ ଏବଂ ସେମାନଙ୍କର ପରିବାରବର୍ଗଙ୍କୁ ସ୍ଥାନାନ୍ତରଣ କରିଛନ୍ତି। ଏ ସଂକ୍ରାନ୍ତରେ…
ଆମେରିକାର ହ୍ରଦରୁ ଉଦ୍ଧାର ହେଲା ୨ ନିଖୋଜ ଭାରତୀୟ ଛାତ୍ରଙ୍କ ଶବ
ନ୍ୟୁୟର୍କ: ଆମେରିକାର ଇଣ୍ଡିଆନାରେ ଗୋଟାଏ ହ୍ରଦରେ ନିଖୋଜ ହୋଇଯାଇଥିବା ଦୁଇଜଣ ଭାରତୀୟ ଛାତ୍ରଙ୍କ ଶବ ଉଦ୍ଧାର କରାଯାଇଛି। ‘ୟୁଏସ୍ଏ ଟୁଡେ’ ରିପୋର୍ଟ ଅନୁସାରେ, ଏପ୍ରିଲ୍ ୧୫ ତାରିଖ ଦିନ କିଛି ବନ୍ଧୁଙ୍କ ସହିତ ୧୯…
ସୁଦାନରେ ଫସିଛନ୍ତି ୪ ହଜାର ଭାରତୀୟ
ନୂଆଦିଲ୍ଲୀ: ସୁଦାନ ସଙ୍କଟ ଘନେଇବାରେ ଲାଗିଛି। ମିଳିଥିବା ସୂଚନାନୁଯାୟୀ ସୁଦାନରେ ପ୍ରାୟ ୪ ହଜାର ଭାରତୀୟ ଫସି ରହିଛନ୍ତି। ସୁଦାନ ରାଜଧାନୀ ଖାରତୋମ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଭାରତୀୟ ନାଗରିକଙ୍କୁ ସହଯୋଗ…
ୟେମେନ ଚାରିଟି କାର୍ଯ୍ୟକ୍ରମରେ ଦଳାଚକଟା ହୋଇ ୮୫ ମୃତ
ନୂଆଦିଲ୍ଲୀ: ୟେମେନରେ ଏକ ଚାରିଟି କାର୍ଯ୍ୟକ୍ରମରେ ଦଳାଚକଟା ହୋଇ ୮୫ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ଶତାଧିକ ଲୋକ ଆହତ ହୋଇଛନ୍ତି। ଦଶନ୍ଧିରେ ଏହା ସବୁଠାରୁ ଭୟଙ୍କର ଦଳାଚକଟା। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ…
ମେକ୍ସିକୋ ୱାଟର ପାର୍କରେ ୭ ଜଣଙ୍କୁ ହତ୍ୟା କଲା ବନ୍ଧୁକଧାରୀ
ମେକ୍ସିକୋ: କେନ୍ଦ୍ରୀୟ ମେକ୍ସିକୋର ଏକ ୱାଟରପାର୍କରେ ଜଣେ ବନ୍ଧୁକଧାରୀ ଶିଶୁ ସମେତ ୭ ଜଣଙ୍କୁ ହତ୍ୟା କରିଛି। ମୃତ ବ୍ୟକ୍ତିଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି। ଏହାବ୍ୟତୀତ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି।…
ଜାପାନ ପ୍ରଧାନମନ୍ତ୍ରୀଙ୍କ ସଭାରେ ବୋମା ବିସ୍ଫୋରଣ
ଟୋକିଓ: ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡ଼ାଙ୍କ ସଭାସ୍ଥଳରେ ଆଜି ପ୍ରଚଣ୍ଡ ବିସ୍ଫୋରଣ ହୋଇଛି । ୟାକାୟାମା ସହରରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡ଼ା ମଞ୍ଚରେ ଉପସ୍ଥିତ ଥିବା ବେଳେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ…