ଆଲୋକର ପର୍ବ ଦୀପାବଳୀରେ ପ୍ରତ୍ୟେକଙ୍କ ଘର ଆଲୋକମୟ ହୋଇଉଠେ । ଘରେ ଘରେ ପିଠାପଣାର ଆସର ଜମେ । ଦୀପ ଓ ବାଣରେ ପରିବେଶ ଆଲୋକିତ ହୁଏ । ଏହାରି ମଧ୍ୟରେ ପରିବାର ଲୋକଙ୍କ ନିରାପତ୍ତା ଓ ଛୋଟ ପିଲାଙ୍କୁ ବାଣ ପ୍ରତି ଦୂରେଇ ରଖିବା ନିହାତି ଜରୁରୀ । କାରଣ ସ୍ୱାସ୍ଥ୍ୟ ହିଁ ସମ୍ପଦ । ଭଲ ସ୍ୱାସ୍ଥ୍ୟ ଥିଲେ, ଆମେ ଆମ ପରିବାର ଲୋକଙ୍କ ଯତ୍ନ ନେବା ସହିତ ଏକ ସୁସ୍ଥ ପରିବେଶ ସୃଷ୍ଟି କରିପାରିବା । ତେବେ ଆସନ୍ତୁ ଜାଣିବା ଦୀପାବଳିର ସତର୍କତା ନିୟମ
-ଛୋଟ ପିଲାଙ୍କୁ ବିପଦ ସୃଷ୍ଟି କରୁଥିବା ବାଣ ଦିଅ;ୁ ନାହିଁ
-ବାଣ ଫୁଟାଇବା ବେଳେ ପିଲାଙ୍କ ପାଖରେ ରୁହ;ୁ
-ସବୁବେଳେ ଖୋଲା ସ୍ଥାନରେ ହିଁ ବାଣ ଫୁଟା;ୁ
-ବାଣ ଫୁଟାଇବା ବେଳେ ପାଖରେ ପାଣି ରଖ;ୁ
-ବାଣ ଫୁଟାଉ ସ୍ଥାନ ପାଖରେ କଦାପି ନଫୁଟି ଥିବା ବାଣ ରଖ;ୁ ନାହିଁ
-ଢିଲା ଲୁଗା ପିନ୍ଧ;ୁ ନାହିଁ
-ବାଣ ଫୁଟାଇବା ବେଳେ ବେକରେ ଓଢଣୀ ପକା;ୁ ନାହିଁ
ନିଆଁ ଲାଗିବା ପରେ ପ୍ରାଥମିକ ଚିକିତ୍ସା
-ବାଣ ଫୁଟାଇବା ବେଳେ ସାନିଟାଇଜର୍ ବ୍ୟବହାର କର;ୁ ନାହିଁ
-ଦୁର୍ଘଟଣାବଶତଃ ନିଆଁ ଲାଗିଗଲେ କେବଳ ସାଧା ପାଣି ଢାଳ;ୁ
-ପୋଡି ଯାଇଥିବା ସ୍ଥାନରେ ଆଦୌ ବରଫ ଲଗା;ୁ ନାହିଁ
-ଜଳାପୋଡା ନକମିବା ଯାଏଁ କେବଳ ନଳରୁ ବାହାରୁଥିବା ସାଧା ପାଣିରେ ଜଳି ଯାଇ ଥିବା ଅଙ୍ଗକୁ ଧୁଅ;ୁ
-୧୦- ୧୫ ମିନିଟ୍୍ ଜଳାପୋଡା ନକମିବା ପର୍ଯ୍ୟନ୍ତ ହାତ ଧୁଅ;ୁ
-ଦେହରେ ନିଆଁ ଲାଗିଲେ ପାଖରେ ଥିବା ପାଣି ଢାଳି ଦିଅ;ୁ
-ପୋଡି ଥିବା ସ୍ଥାନରେ ହଳଦୀ, ପେଷ୍ଟ୍ ଇତ୍ୟାଦି ଆଦୌ ଲଗା;ୁ ନାହିଁ
-ଯଥା ସମ୍ଭବ ନିକଟସ୍ଥ ଡାକ୍ତରଙ୍କ ପରାମର୍ଶ ନିଅ;ୁ
Comments are closed.