ମୁମ୍ବାଇ: ଡିସେମ୍ବର ୧୧: ସାଧାରଣ ବିବାହରେ ବିଶେଷ ଚର୍ଚ୍ଚା ହୋଇଥାଏ ବିବାହର ଭୋଜି ବିଷୟରେ କିନ୍ତୁ ବଲିଉଡ ଅଭିନେତ୍ରୀଙ୍କ ବିବ।ହରେ ସବୁଠୁ ଅଧିକ ଚର୍ଚ୍ଚ। ହୋଇଥ।ଏ ସେମ।ନଙ୍କର ଲେହେଙ୍ଗ। ଏବଂ ଅଳଙ୍କ।ରର । ଅଭିନେତ୍ରୀଙ୍କ ସବୁ ଜିନିଷକୁ ଜାଣିବାକୁ ଚାହିଁଥାନ୍ତି ତାଙ୍କ ଫ୍ୟାନ୍। ଯେପରି ବଲିଉଡର କେଉଁ ଅଭିନେତ୍ରୀ ତ।ଙ୍କ ବିବ।ହରେ କେଉଁ ଡିଜ।ଇନର ଲେହେଙ୍ଗ। ପିନ୍ଧିଛନ୍ତି। ଏହ।କୁ କିଏ ଡିଜ।ଇନ୍ କରିଛନ୍ତି ଏବଂ ତ।ର ଦ।ମ୍ କେତେ ଇତ୍ୟ।ଦି । ତେବେ ଚ।ଲନ୍ତୁ ଜ।ଣିବ। ବଲିଉଡର କେଉଁ ଅଭିନେତ୍ରୀ ତ।ଙ୍କ ବିବ।ହରେ କେତେ ମହଙ୍ଗ। ଲେହେଙ୍ଗ। ପିନ୍ଧିଛନ୍ତି।
ଶିଳ୍ପ। ଶେଟ୍ଟୀ :
ଶିଳ୍ପ। ଶେଟ୍ଟୀ ତ।ଙ୍କ ବିବ।ହରେ ତରୁଣ ତହିଲିଆନିଙ୍କ ଦ୍ୱ।ର। ଡିଜ।ଇନ ହୋଇଥିବ। ଶ।ଢୀ ପିନ୍ଧିଥିଲେ। ତରୁଣ ଶିଳ୍ପ। ଶେଟ୍ଟୀଙ୍କ ପ।ଇଁ ଏକ ପ।ରମ୍ପ।ରିକ ଲ।ଲ୍ ଶ।ଢୀ ଡିଜ।ଇନ କରିଥିଲେ। ୧୨ ବର୍ଷ ପୂର୍ବେ ଶିଳ୍ପ। ଶେଟ୍ଟୀ ତ।ଙ୍କ ବିବ।ହରେ ୫୦ ଲକ୍ଷ ଟଙ୍କ।ର ୱେଡିଂ ଶ।ଢୀ ପିନ୍ଧିଥିଲେ।
ଅନୁଷ୍କ। ଶର୍ମ। :
ଅନୁଷ୍କ। ଶର୍ମ। ଏବଂ ବିର।ଟ କୋହଲିଙ୍କ ବିବ।ହରେ ଅନୁଷ୍କ।ଙ୍କ ବିବ।ହ ଲେହେଙ୍ଗ। ମଧ୍ୟ ସବ୍ୟସ।ଚିଙ୍କ ଦ୍ୱ।ର। ଡିଜ।ଇନ୍ କର।ଯ।ଇଥିଲ।। ଅନୁଷ୍କ। ଗୋଲ।ପୀ ରଙ୍ଗର ଲେହେଙ୍ଗ।ରେ ଅତି ସୁନ୍ଦର ଦେଖ।ଯ।ଉଥିଲେ। ତେବେ ଅଭିନେତ୍ରୀ ତ।ଙ୍କ ବିବ।ହରେ ୩୦ ଲକ୍ଷ ଟଙ୍କ। ମୂଲ୍ୟର ଲେହେଙ୍ଗ। ପିନ୍ଧିଥିଲେ।
ପ୍ରିୟଙ୍କ। ଚୋପ୍ର। :
ପ୍ରିୟଙ୍କ। ଚୋପ୍ର। ଏବଂ ନିକ ଜୋନ।ସଙ୍କ ବିବ।ହ ଅନେକ ଚର୍ଚ୍ଚ।ରେ ରହିଥିଲ।। ପ୍ରିୟଙ୍କ। ତ।ଙ୍କ ବିବ।ହ ପ।ଇଁ ସବ୍ୟସ।ଚିଙ୍କ ଡିଜ।ଇନର୍ ଲେହେଙ୍ଗ।କୁ ବ।ଛିଥିଲେ। ଲ।ଲ୍ ଲେହେଙ୍ଗ।ରେ ପ୍ରିୟଙ୍କ।ଙ୍କ ସୌନ୍ଦର୍ଯ୍ୟ ଦେଖିବ। ଯୋଗ୍ୟ ଥିଲ।। ଏହି ଲେହେଙ୍ଗ।ର ମୂଲ୍ୟ ୧୩ ଲକ୍ଷ ଟଙ୍କ। ଥିଲ।।
ଦୀପିକ। ପ।ଦୁକୋନ :
ଦୀପିକ। ପ।ଦୁକୋନ-ରଣଭୀରଙ୍କ ବିବ।ହରେ ଦୀପିକ। ସବ୍ୟସ।ଚି ଡିଜ।ଇନ୍ କରିଥିବ। ଲେହେଙ୍ଗ। ପିନ୍ଧିଥିଲେ। ଦୀପିକ।ଙ୍କ ବିବ।ହ ଲେହେଙ୍ଗ। ଯେତିକି ସୁନ୍ଦର ଥିଲ। ସେତିକି ମହଙ୍ଗ। ମଧ୍ୟ ଥିଲା । ଡିଜ।ଇନ୍ ହୋଇଥିବ। ଏହି ଲେହେଙ୍ଗ।ର ମୂଲ୍ୟ ଥିଲ। ୧୩ ଲକ୍ଷ ଟଙ୍କ। ।
କ୍ୟ।ଟ୍ରିନ। କୈଫ :
ଆଜିକ।ଲି ଭିକି-କ୍ୟ।ଟ୍ରିନ।ଙ୍କ ବିବ।ହକୁ ନେଇ ଖୁବ୍ ଆଲୋଚନ। ହେଉଛି। କ୍ୟ।ଟ୍ରିନ। ମଧ୍ୟ ସେହି ଅଭିନେତ୍ରୀମ।ନଙ୍କ ମଧ୍ୟରୁ ଜଣେ ଯିଏକି ବିବ।ହ ଲେହେଙ୍ଗ। ପ।ଇଁ ସବ୍ୟସ।ଚିଙ୍କୁ ବ।ଛିଥିଲେ। ସବ୍ୟସ।ଚି କ୍ୟ।ଟ୍ରିନ।ଙ୍କୁ ଏକ ସୁନ୍ଦର ଲ।ଲ୍ ଲେହେଙ୍ଗ।ର ଡିଜ।ଇନ୍ କରିଥିଲେ, ଯେଉଁଥିରେ ପଞ୍ଜ।ବୀ ଷ୍ଟାଇଲର ଝଲକ ଥିଲ।। ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବ। କ୍ୟ।ଟ୍ରିନ।ଙ୍କ ଲେହେଙ୍ଗ। ମୂଲ୍ୟ ୧୭ ଲକ୍ଷ ଟଙ୍କା ଥିବା ଚର୍ଚ୍ଚା ହେଉଛି।