ଭୁବନେଶ୍ୱର : ୨୦୨୮ ଲସଆଞ୍ଜେଲସ ଅଲମ୍ପିକ୍ସରେ ଖେଳାଯିବ କ୍ରିକେଟ । ଉଭୟ ପୁରୁଷ ଏବଂ ମହିଳା ବର୍ଗର ୬ ଟି ଲେଖାଏଁ ଦଳକୁ ଅନୁମତି । ଟି-20 ଫର୍ମାଟରେ ସମସ୍ତ ମ୍ୟାଚ ଖେଳାଯିବ । ଉଭୟ ଦଳରୁ ସମୁଦାୟ ୯୦ ଜଣ ଖେଳାଳି ସୀମିତ ରହିବେ । ୧୯୦୦ ରେ ଶେଷ ଥର ପାଇଁ ଅଲମ୍ପିକ୍ସରେ ଖେଳାଯାଇଥିଲା କ୍ରିକେଟ । ୧୨୮ ଵର୍ଷ ପରେ ପୁଣି ଥରେ ଅଲିମ୍ପିକ୍ସରେ କ୍ରିକେଟ ଖେଳାଯିବ ।