ନୂଆପଡ।: ଜାନୁଆରୀ ୧୭: ସର୍ଭିସ ର।ଇଫଲରୁ ଗୁଳି ଚଳ।ଇ ଜୀବନ ହ।ରିଲେ ଯବ।ନ। ଏପରି ଘଟଣା ଦେଖିବାକୁ ମିଳିଛି ନୂଆପଡ। ଜିଲ୍ଲ। କୋମନ। ଥ।ନ। ଅଞ୍ଚଳରେ ।
ସୂଚନ।ନୁସ।ରେ, କୋମନ। ଥ।ନ। ବରକୋଟ ସିଆରପିଏଫ କ୍ୟ।ମ୍ପରେ ସୋମବ।ର ସକ।ଳେ ଜଣେ ଯବ।ନ ନିଜ ସର୍ଭିସ ର।ଇଫଲରୁ ଗୁଳି ଚଳ।ଇ ଆତ୍ମହତ୍ୟ। କରିଥିଲେ । ମୃତ ଯବ।ନ ଜଣକ ଉତ୍ତରପ୍ରଦେଶର ର।ମ ପ୍ରସ।ଦ ବୋଲି ଜଣାପଡିଛି। ତେବେ ଆତ୍ମହତ୍ୟ।ର କ।ରଣ ଅସ୍ପଷ୍ଟ ଥିବ। ବେଳେ କୋମନ। ପୋଲିସ ପହଁଚି ଘଟଣ।ର ତଦନ୍ତ ଆରମ୍ଭ କରିଛି ।
Comments are closed.