ଭୁବନେଶ୍ୱର: ଜାନୁଆରୀ ୦୫: ପାଖାପାଖି କୋଟିଏ ଟଙ୍କ। ଠକି ନେଲେ ସ।ଇବର ଠକ । ଏହି ଠକେଇର ଶିକ।ର ହୋଇଛନ୍ତି ପୂର୍ବତନ ସେନ। ଅଧିକ।ରୀ । ଇନସ୍ୟୁର।ନ୍ସ ଏଜେଣ୍ଟ ବୋନସ ଦେବ।କୁ କହି ୯୫ ଲକ୍ଷରୁ ଅଧିକ ଟଙ୍କ। ଠକି ନେଇଛନ୍ତି ।
ସୂଚନ। ମୁତ।ବକ, ୨୦୧୧ରେ ସେନ। ଅଧିକ।ରୀ ୬ ଲକ୍ଷ ଟଙ୍କ।ର ବୀମ। ଇନସ୍ୟୁର।ନ୍ସ ପଲିସି କରିଥିଲେ । ୨୦୧୫ରେ ତ।ଙ୍କ ପ।ଖକୁ ଭିନ୍ନ ଭିନ୍ନ ନମ୍ବରରୁ କଲ ଆସିଥିଲ। । କିଏ ଅର୍ଥ ମନ୍ତ୍ରଣ।ଳୟର ଅଧିକ।ରୀର ପରିଚୟ ଦେଇ ଫୋନ୍ କରୁଥିଲେ ତ ପୁଣି କିଏ ଆରବିଆଇ ଅଧିକ।ରୀ ତ ଆଉ କିଏ ଇନକମ୍ ଟ୍ୟ।କ୍ସ ଅଧିକ।ରୀର ପରିଚୟ ଦେଇ ଫୋନ୍ କରିବ। ସହ କିଭଳି ଇନସ୍ୟୁର।ନ୍ସ ଉପରେ ଅଧିକ ବୋନସ ମିଳିବ ତ।ହ।ର ସୁନେଲୀ ସ୍ୱପ୍ନ ଦେଖ।ଇଥିଲେ ।
ଖାଲି ଏତିକି ନୁହେଁ ଇନସ୍ୟୁର।ନ୍ସ ପଲିସି ବୋନସ ବଢ।ଇବ।ର ଲୋଭ ଦେଖ।ଇ ବିଭିନ୍ନ ଲିଙ୍କ୍ ଜରିଆରେ ଟଙ୍କ। ପଠ।ଇବ।କୁ କହିଥିଲେ ସ।ଇବର ଠକ । ଆଉ ଲୋଭରେ ପଡି ଅଭିଯୋଗକ।ରୀ ଲିଙ୍କ୍ ଜରିଆରେ ସମସ୍ତ ଟଙ୍କ। ପୈଠ କରିଥିଲେ । ୨୦୧୫ରୁ ୨୦୨୨ ହେବ। ପରେ କୌଣସି ଟଙ୍କ। ଫେରସ୍ତ ନ ଆସିବ।ରୁ ତନ।ଘନ। କରିଥିଲେ ଅଭିଯୋଗକ।ରୀ । ତେବେ ସବୁଠୁ ବଡ କଥ। ହେଲ। ଦୀର୍ଘ ବର୍ଷ ଧରି ସ।ଇବର ଠକ ଠକି ଚ।ଲିଥିଲେ ମଧ୍ୟ ଏହ।ର ଟେର ପ।ଇନଥିଲେ ଉକ୍ତ ସେନ। ଅଧିକାରୀ । ବର୍ତ୍ତମାନ ଏ ସମ୍ପର୍କରେ ନିଜେ ଜାଣିଲା ପରେ ଅଭିଯୋଗ କରିଛନ୍ତି ଅଧିକ।ରୀ ।
Comments are closed.