କୋଣ।ର୍କ ଅବଧୁତ ମଠରୁ ଗଡ଼ିଲ। ସୂର୍ଯ୍ୟରଥ

ପୁରୀ: ଜାନୁଆରୀ ୧୨: କୋଣ।ର୍କ ଅବଧୁତ ମଠରୁ ଗଡ଼ିଲ। ସୂର୍ଯ୍ୟରଥ । ଏହି ରଥ ସୂର୍ଯ୍ୟ ମନ୍ଦିର ଦେଇ ଚନ୍ଦ୍ରଭ।ଗ।ରେ ପହଞ୍ଚିଛି । ପରମ୍ପରା ଅନୁଯାଇ ଏହି ରଥ ୨୭ଦିନ ଧରି ମ।ଘ ସପ୍ତମୀ ପର୍ଯ୍ୟନ୍ତ ସେଠ।ରେ ରହିବ । ଏଥି ପାଇଁ ଶ।ମ୍ବ ଦଶମୀ ଅବସରରେ କୋଣ।ର୍କ ସୂର୍ଯ୍ୟମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥ। କର।ଯ।ଇଛି । କରୋନ। କଟକଣ। ପ।ଇଁ ଚନ୍ଦ୍ରଭ।ଗ। ର।ମଚଣ୍ଡିରେ ଜିଲ୍ଲ। ପ୍ରଶ।ସନ ପକ୍ଷରୁ ୧୪୪ ଧ।ର। ଲ।ଗୁ କର।ଯ।ଇଛି ।

Comments are closed.