ନୂଆ ସିଡିଏସ ହେଲେ ନାରାଭାନେ

ନୂଆଦିଲ୍ଲୀ:ଡିସେମ୍ବର ୧୬: ତିନିଜଣ ସେବ। ମୁଖ୍ୟଙ୍କୁ ନେଇ ଗଠିତ ସେନ। ମୁଖ୍ୟଙ୍କ ଅଧ୍ୟକ୍ଷ ଭ।ବରେ ଆର୍ମି ଚିଫ୍ ଜେନେର।ଲ୍ ଦାୟିତ୍ୱ ନେଲେ ଏମ୍ ନ।ର।ଭ।ନେ । ଡିସେମ୍ବର ୮ ରେ ଔଅଏ ହେଲିକପ୍ଟର ଦୁର୍ଘଟଣ।ରେ ପ୍ରତିରକ୍ଷ। କର୍ମଚ।ରୀଙ୍କ ମୁଖ୍ୟ ଜେନେର।ଲ ବିପିନ୍ ର।ୱତଙ୍କ ମୃତ୍ୟୁ ପରେ ଏହି ପଦ ଖ।ଲି ପଡିଥିଲ।। ନାରାଭାନେ ୩ ସେନା ଅଧିକାରୀଙ୍କ ଠାରୁ ବରିଷ୍ଠ ହୋଇଥିବାରୁ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି।

ତେବେ ସିଡିଏସ ବିପିନ ରାୱତଙ୍କ ପରେ ନାରାଭାନେ ହିଁ ଏହି ପଦବୀରେ ବସିବେ ବୋଲି କଳ୍ପନା କରାଯାଉଥିଲା। ଏହି ଦାୟିତ୍ୱ ନେବା ସମୟରେ ନାରାଭାନେ କହିଥିଲେ ଯେ ସିଡିଏସ ବିପିନ ରାୱତ ଯାହା କରି ଯାଇଛନ୍ତି ତାହାକୁ ଭୁଲି ହେବନି, କିନ୍ତୁ ତାଙ୍କ ଅନୁପସ୍ତିତିରେ ମୁଁ ମଧ୍ୟ ଦେଶ ପାଇଁ କିଛି କରି ଦେଖାଇବି ବୋଲି ଆଶା ରଖିଛି। ଏବଂ ଶେଷରେ ସେ ସ୍ୱର୍ଗତ ରାୱତ ଓ ତାଙ୍କ ସହ ଶହୀଦ ହୋଇଥିବା ଟିମ୍‌ ମେମ୍ବରଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।

Comments are closed.