ଲିଭିଂ ରୁମ୍‌କୁ ଦିଅନ୍ତୁ ନୂଆ ଲୁକ୍‌

ଘରର ଲିଭିଂ ରୁମ୍‌ ଏକ ଗୁରୁତ୍ୱ ପୂର୍ଣ୍ଣ ଅଂଶ ହୋଇଥାଏ । ତେଣୁ ଘରକୁ ସଜାଇବା ସମୟରେ ଲିଭିଂ ରୁମ୍‌କୁ ଧ୍ୟାନର ସହ ସଜାନ୍ତୁ । ଏହାକୁ ସଜାଇବା ସମୟରେ କିଛି କଥାରେ ଗୁରୁତ୍ୱ ଦିଅନ୍ତୁ ନଚେତ୍‌ ଆପଣଙ୍କ ଘରର ପୂରା ମାହୋଲ ନଷ୍ଟ ହେବାର ଡର ଥାଏ ।
ଆଲୋକ: ଲିଭିଂ ରୁମ୍‌ ସଜାଇବା ସମୟରେ ଆଲୋକ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ଯଦି ଆଲୋକର ବ୍ୟବସ୍ଥା ସଠିକ୍‌ ନଥିବ, ତେବେ ପୂରା ଘରର ସାଜସଜ୍ଜା ଖରାପ ହେବାର ଡର ରହିଥାଏ । ତେବେ ସର୍ବଦା ଏଠାରେ ଏଲ୍‌ଇଡି ଲାଇଟ୍‌ ଲଗାଇବାର ବ୍ୟବସ୍ଥା କରନ୍ତୁ ।

 

ଲିଭିଂ ରୁମ୍‌କୁ ଦିଅନ୍ତୁ ନୂଆ ଲୁକ୍‌

 

କାର୍‌ପେଟ୍‌ : ସବୁବେଳେ କାର୍‌ପେଟ୍‌ ରୁମ୍‌କୁ ମ୍ୟାଚ୍‌ କରି ପକାନ୍ତୁ । ଏହାର ଆକାର ଓ ନିର୍ମାଣଶୈଳୀ ଉପରେ ଧ୍ୟାନ ଦିଅନ୍ତୁ । ଏହାସହ ରଙ୍ଗ ଏଭଳି ବାଛନ୍ତୁ ଯାହା ରୁମ୍‌ ସହ ମ୍ୟାଚ୍‌ କରିବ ।

 

ଲିଭିଂ ରୁମ୍‌କୁ ଦିଅନ୍ତୁ ନୂଆ ଲୁକ୍‌

 

ସୋଫା ପକାଇବାର ସ୍ଥାନ : ସୁନିଶ୍ଚିତ କରନ୍ତୁ ସୋଫା ଓ ଅନ୍ୟ ଆସବାବ ପତ୍ର ଯେପରି ସଠିକ୍‌ ସ୍ଥାନରେ ରହିବ । ଏଥିରେ କୌଣସି ଭୁଲ କରନ୍ତୁ ନାହିଁ, ନଚେତ୍‌ ପୁରା ରୁମର ସାଜସଜ୍ଜା ନଷ୍ଟ ହୋଇଯିବ ।

 

ଲିଭିଂ ରୁମ୍‌କୁ ଦିଅନ୍ତୁ ନୂଆ ଲୁକ୍‌

 

Comments are closed.