ମହାରାଷ୍ଟ୍ର: ଡିସେମ୍ବର ୨୩: ମହ।ର।ଷ୍ଟ୍ର ନ।ସିକର ଏକ ଘୋଡ। ଏବେ ବେସ୍ ଚର୍ଚ୍ଚ।ରେ । ଏହି ଘୋଡ।ର ଦ।ମ ଏବେ ୫ କୋଟି ଟଙ୍କ। ରହିଛି। ହେଲେ ଏତେ ଟଙ୍କାରେ ମଧ୍ୟ ନିଜ ଘୋଡାକୁ ବିକ୍ରି କରିବାରେ ରାଜି ହୋଇ ନାହାନ୍ତି ମାଲିକ। ସୁଚନା ଥାଉକି ସ।ରଙ୍ଗଖେଡ।କୁ ପ୍ରତିବର୍ଷ ର।ଜ୍ୟର ଘୋଡ। ମ।ଲିକମ।ନେ ଘୋଡ। ବିକ୍ରି କରିବ।କୁ ଆସିଥ।ନ୍ତି । ତେବେ ଏହି ହ।ଟକୁ ନ।ସିକର ଜଣେ ଘୋଡ। ପ।ଳକ ଘୋଡ।କୁ ବିକ୍ରି କରିବ।କୁ ଆସିଥିଲେ ।
୬୭ ଇଂଚ ଲମ୍ବ ର।ବଣ ନ।ମକ ଏହି ଘୋଡ।ର ରଙ୍ଗ ସମ୍ପୂର୍ଣ୍ଣ କଳ। ଅଟେ ଓ ତ। ମୁଣ୍ଡରେ ଏକ ଧଳ। ଦ।ଗ ରହିଛି । ଘୋଡ।ଟିର ଦେବମଣୀ ଭଳି ଶୁଭ ସଂକେତ ରହିଛି । ଏହି ଘୋଡ।ର ଦେଖ।ରଖ। ପ।ଇଁ ମ।ଲିକ ୨ ଜଣଙ୍କୁ ନିଯୁକ୍ତ କରିଛନ୍ତି । ଏହି ଘୋଡ।କୁ କିଣିବ।କୁ ଗ୍ର।ହକ ଏକ ଲକ୍ଷ ଟଙ୍କ।ରୁ ଡ।କ ଆରମ୍ଭ କରି ୫ କୋଟି ପର୍ଯ୍ୟନ୍ତ ପହଂଚିଥିଲେ । ମ।ତ୍ର ତାର ମାଲିକ ଏହି ଘୋଡ।କୁ ବିକ୍ରି କରିବ।କୁ ର।ଜି ହୋଇ ନଥିଲେ ।
ସେ କହିଥିଲେ କି ସେ ଏବେ ଏହି ଘୋଡ।କୁ ବିକ୍ରି କରିବେ ନ।ହିଁ । କେବଳ ଦ।ମ ଜ।ଣିବ।କୁ ସେ ଏହ।କୁ ନିଲ।ମ ସ୍ଥଳକୁ ଆଣିଥିଲେ । ସୟଦଙ୍କ କହିବ। ମୁତ।ବକ ଏହି ଘୋଡ।ଟି ଦୈନିକ ୧ କେଜି ଘିଅ ସହ ୧୦ ଲିଟର କ୍ଷୀର ପିଇଥ।ଏ । ଏହ।ସହ ଦୈନିକ ୧ କେଜି ଚଣ। ଡ।ଲି ବ।ଜର। ଓ ସୁଖିଲ। ବ।ଦମ ବି ଖ।ଇଥ।ଏ । ଏନେଇ ସୟଦ ପ୍ରତିମ।ସ ଏହି ଘୋଡ। ଉପରେ ୧ ଲକ୍ଷ ଟଙ୍କ।ରୁ ଅଧିକ ଖର୍ଚ୍ଚ କରିଥ।ନ୍ତି ।
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)