ଭାରତ ପାଇଁ ଟି-୨୦ ଖେଳିବାକୁ ମୁଁ ଆଗ୍ରହୀ

ସମୟ ଲାଇଭ,୭/୧୧: ୨୦୧୯ ବିଶ୍ୱକପ ପରେ ଆଉ ଦେଖିବାକୁ ମିଳୁନାହିଁ ଏହି ବରିଷ୍ଠ ଖେଳାଳୀଙ୍କୁ। ଦୀର୍ଘଦିନ ହେବ ଅନ୍ତର୍ଜାତୀୟ କ୍ରକେଟରୁ ଦୁରେଇ ଦହିବା ପରେ ଏବେ ପୁଣି ଭାରତ ପକ୍ଷରୁ ଟି-୨୦ ଖେଳିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ଦନେଶ କାର୍ତ୍ତିକ। ଦିନେଶ କହିଛନ୍ତି ଆସନ୍ତା ବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପ ଆମ ପାଇଁ ଏକ ବଡ ଚ୍ୟାଲେଞ୍ଜ। ଏଥିପାଇଁ ମୁଁ ପ୍ରସ୍ତୁତ ଓ ଏକ ଫିନିସର ଭୂମିକରାରେ ଅବତୀର୍ଣ୍ଣ ହେବାକୁ ଚାହୁଁଛି। କେବଳ ଫିନିସର ନୁହେଁ ମୁଁ ମଧ୍ୟକ୍ରମରେ ବି ବ୍ୟାଟିଂ କରିପାରିବି ବୋଲି କହିଛନ୍ତି ଦିାନଶ କାର୍ତ୍ତିକ। ଆଉ ଏଥିପାଇଁ ପ୍ରୟାସ ଜାରି ରହିଛି ଓ ଆସନ୍ତ ବର୍ଷ ହେବାକୁ ଥିବା ବିଶ୍ୱକପ ଟି-୨୦ ରେ ମୋ ଖେଳ ଦେଖାଇବି।

Comments are closed.