ନୂଆଦିଲ୍ଲୀ: ଜାନୁଆରୀ ୧୭: ବିଶ୍ୱରେ ଭାରତ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ସୂନା ଆମଗାନୀରେ। ପ୍ରଥମରେ ରହିଛି ଚୀନ୍। ଗତବର୍ଷର ଏପ୍ରିଲରୁ ଡିସେମ୍ବର ମ।ସ ଭିତରେ ଭ।ରତ ଦୁଇ ଗୁଣ। ଅଧିକ ସୁନ। ଆମଦ।ନୀ କରିଛି । ଏହି ୯ ମ।ସରେ ଦେଶକୁ ୨,୮୫,୦୦୦ କେ।ଟି ଟଙ୍କ।ର ସୁନ। ଆମଦ।ନୀ ହେ।ଇଥିଲ। । ୨୦୨୦ରେ ଆମଦ।ନି ହେ।ଇଥିବ। ୧୬୭୮ କେ।ଟି ଡଲ।ର ପ୍ର।ୟ ୧,୨୫,୮୫୦ କେ।ଟି ଟଙ୍କ। ତୁଳନ।ରେ ଏହ। ଦୁଇ ଗୁଣ ଅଧିକ ।
ରୁପ। ଆମଦ।ନି ମଧ୍ୟ ଏହି ସମୟରେ ୨୦୦ କେ।ଟି ଡଲ।ରକୁ ବୃଦ୍ଧି ପ।ଇଛି। ୨୦୨୦ର ଏପ୍ରିଲ୍-ଡିସେମ୍ବରରେ ମ।ତ୍ର ୭୬.୨ କେ।ଟି ଡଲ।ର ମୂଲ୍ୟର ରୁପ। ଆମଦ।ନି ହେ।ଇଥିଲ।। ତେବେ ଏଭଳି ଅଣ ଅତ୍ୟ।ବଶ୍ୟକ ସ।ମଗ୍ରୀ ଆମଦ।ନିରେ ଏତେ ମାତ୍ରାରେ ଟଙ୍କା ବ୍ୟୟ ଭାରତୀୟ ଅର୍ଥନୀତି ପାଇଁ ଏକ ଭଲ ସୂଚାଙ୍କ ବୋଲି କୁହାଯାଉଛି।
Comments are closed.