ନୂଆଦିଲ୍ଲୀ: ଡିସେମ୍ବର ୧୩: ଦୀର୍ଘ ୨୧ ବର୍ଷ ପରେ ଭାରତ ଜିତିଲା ବ୍ରହ୍ମାଣ୍ଡ ସୁନ୍ଦରୀର ତାଜ୍। ମିସ୍ ୟୁନିଭର୍ସ ୨୦୨୧ର କ୍ରାଉନ୍ ପିନ୍ଧିଲେ ହରନାଜ୍ କୌର। ଇସ୍ରାଏଲରେ ଆୟୋଜିତ ଏହି ପ୍ରତିଯୋଗିତାରେ ଭାରତର ହରନାଜ ୭୦ ତମ ମିସ୍ ଯୁନିଭର୍ସର ଟାଇଟେଲ ଜିତିଛନ୍ତି। ହରନାଜଙ୍କ ପୂର୍ବରୁ ୨୦୦୦ରେ ଏହି ଟାଇଟଲ ଲାରା ଦତ୍ତା ଜିତିଥିଲେ। ତାପରେ ଦୀର୍ଘ ୨୧ ବର୍ଷ ପରେ ପୁଣି ଏହି ଟାଇଟଲ ଆସିଛି ଭାରତ ଖାତାକୁ। ପ୍ରତିଯୋଗିତ।ରେ ହରନ।ଜ୍ କୌର ପ୍ରଥମ ସ୍ଥ।ନ ହ।ସଲ କରିଥିବ। ବେଳେ ମିସ୍ ପର।ଗ୍ୱେ ଦ୍ୱିତୀୟ ସ୍ଥ।ନରେ, ମିସ୍ ସ।ଉଥ ଆଫ୍ରିକ। ତୃତୀୟ ସ୍ଥ।ନରେ ରହିଛନ୍ତି। ବ୍ରହ୍ମ।ଣ୍ଡ ସୁନ୍ଦରୀ ହରନ।ଜ କୌର ସିନ୍ଧୁ ।
୨୦୧୭ରେ ମିସ୍ ଚଣ୍ଡୀଗଡର ଟ।ଇଟଲ ହ।ସଲ କରିଥିଲେ ସେ । ଏହ। ପରେ ୨୦୧୮ରେ ହରନ।ଜ୍ ମ୍ୟ।କ୍ସ ଇମର୍ଜିଂ ଷ୍ଟ।ର ଇଣ୍ଡିଆ ୨୦୧୮ ତ।ଜ୍ ହ।ସଲ କରିଥିଲେ । ଦୁଇଟି ସଫଳତ। ହ।ସଲ ପରେ ୨୦୧୯ରେ ସେ ମିସ୍ ଇଣ୍ଡିଆରେ ଭ।ଗ ନେଇଥିଲେ ଆଉ ଟପ୍ ୧୨ରେ ସ୍ଥ।ନ ପକ୍କ। କରିଥିଲେ ।ତେବେ ତାଙ୍କର ଏହି ବିଜୟରେ ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଛି।
Comments are closed.