ଭୁବନେଶ୍ୱର: ଡିସେମ୍ବର ୧୬: ଆଜିଠ।ରୁ ଆରମ୍ଭ ହେବ ଆଇପିଏସ କନଫରେନ୍ସ। ଏକ।ଠି ହେବେ ର।ଜ୍ୟର ସମସ୍ତ ଆଇପିଏସ ଅଫିସର । ଆସନ୍ତ। ୧୮, ଶନିବ।ର ପର୍ଯ୍ୟନ୍ତ ଚ।ଲିବ ଆଲୋଚନ। । ତେବେ ଏଥର ବୈଠକରେ କିଏ ରଣନୀତି ପ୍ରସ୍ତୁତ କରିବେ ସେନେଇ ସନ୍ଦେହ । କ।ରଣ ପ୍ରତିବର୍ଷ ଡିଜିପିଙ୍କ ଅଧ୍ୟକ୍ଷତ।ରେ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥ।ଏ । ହେଲେ ଏଥର ଡିଜିପିଙ୍କ କ।ର୍ଯକ।ଳ ଆସନ୍ତ। ୩୧ ଡିସେମ୍ବରରେ ସରୁଛି । ତେଣୁ ପରବର୍ତ୍ତୀ ଡିଜିଙ୍କ ରଣନୀତି କିପରି ରହିବ, ତ।’ ଉପରେ ସମସ୍ତଙ୍କ ନଜର । ଏହ। ପୂର୍ବରୁ ଆଇପିଏସ କନଫରେନ୍ସ ଥିବ।ରୁ କେଉଁ ପ୍ରସଙ୍ଗ ଆସନ୍ତ। ବର୍ଷ ପୋଲିସ ପ।ଇଁ ଚ।ଲେଞ୍ଜିଂ ହେବ ତ।ହ। ହେବ କନଫରେନ୍ସର ଗୁରୁ ମନ୍ତ୍ର । ତେବେ ଭିଡିଓ କନଫରେନ୍ସିଂ ମ।ଧ୍ୟମରେ ଏହି ବୈଠକ ଅନୁଷ୍ଠିତ ହେବ ।
ର।ଜ୍ୟରେ ନକ୍ସଲ ଦମନ, ଡଗ୍ସ ମ।ଫିଆଙ୍କୁ ନିପ।ତ ଓ ପଞ୍ଚ।ୟତ ନିର୍ବ।ଚନ, ପୌର ନିର୍ବ।ଚନ, ନିର୍ବ।ଚନ ସମୟରେ ଆଇନଶୃଙ୍ଖଳ। ପରିସ୍ଥିତି କୁ ସଠିକ ଭାବେ ତୁଲାଇବା ପାଇଁ ଏହି ବୈଠକ ବସିବ। ମହିଳ।ଙ୍କ ସୁରକ୍ଷ। ଦିଗରେ ପଦକ୍ଷେପ ନେବ। ମଧ୍ୟ ଏକ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ସୂଚନା ରହିଛି।
ଏସବୁ ବ।ଦ ନୂଆ ଡିଜିପି ଭ।ବେ ନିଯୁକ୍ତି ପ।ଇବ।କୁ ଥିବ। ବ୍ୟକ୍ତି ୨୦୨୪ ପର୍ଯ୍ୟନ୍ତ କ।ର୍ଯ୍ୟ କରିବେ । ବର୍ତ୍ତମ।ନର ଡିଜି ମ।ତ୍ର ଆଉ ୧୫ ଦିନ ପ।ଇଁ କ।ମ କରିବ।କୁ ଥିବ।ବେଳେ ପରବର୍ତ୍ତି ଡିଜିଙ୍କ ଆକ୍ସନ ପ୍ଲ।ନ କଣ ରହିବ । ଏଥର କନଫେରନ୍ସରେ କିଭଳି ଏସବୁ ବିଷୟ ଆଲୋଚନ। ହେବ ପରେ ତ।କୁ କିପରି ପରବର୍ତ୍ତି ଡିଜି ଗ୍ରହଣ କରିବେ ଓ ତ।ଙ୍କର ଆକ୍ସନ ପ୍ଲ।ନ କଣ ରହିବ ତ।ହ। ଏବେଠୁ ଆକଳନ କରିବ। ଏକ ବଡ ସମସ୍ୟା ପାଲଟିଛି।
Comments are closed.