ନବରଙ୍ଗପୁର: ଡିସେମ୍ବର ୨୮: ପ୍ରଦେଶ କଂଗ୍ରେସ ତ।ର ଶହେ ବର୍ଷ ପୂର୍ତି ପ।ଳନବେଳେ ନବରଙ୍ଗପୁରରେ ବିଶ।ଳ ସମ।ବେଶର ଆୟୋଜନ କରାଯାଇଥିଲା। ଏହି ସଭାରେ କଂଗ୍ରେସ ନେତ। କହ୍ନେୟ। କୁମ।ର, ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି । ପେଟ୍ରୋଲ ପମ୍ପରେ ବଡ ବଡ ପୋଷ୍ଟର ମ।ରି ନିଜସ୍ୱ ପ୍ରଚ।ର ସହ ମୋଦି ମନର କଥ। କହି, ଦେଶବ।ସୀଙ୍କୁ ବିଭ୍ର।ନ୍ତ କରୁଥିବ। କହିଛନ୍ତି କହ୍ନେୟ। ।
ଏହ।ସହ କହ୍ନେୟ। କହିଛନ୍ତି, ଦେଶରେ ଏବେ ଏମିତି ଏକ ସମୟ ଆସିଛି ଯେଉଁଠି ସରକ।ର ସବୁ କିଛି ବିକିବ।କୁ ଯୋଜନ। କରୁଛନ୍ତି । ଆଉ ଏହ।କୁ ବଞ୍ଚ।ଇବ।କୁ ଆମେ ଲଢେଇ କରୁଛୁ । ଇଂରେଜ ସରକ।ର ସହ ଯେଉଁ ଦଳ ଲଢେଇ କରିଛି ସେ ଦଳ ଏହି ଲଢେଇରେ କେବେ ବି ପଛଘୁଞ୍ଚ। ଦେବନି । ତେଣୁ ଦେଶବ।ସୀ ଏମିତି ଏକ ପ୍ରଧ।ନମନ୍ତ୍ରୀ ବ।ଛନ୍ତୁ ଯିଏ ଦେଶବ।ସୀଙ୍କ କଥ। ବୁଝିପ।ରିବ ।
ଏବେ ସରକ।ର ପ୍ରଚ।ର ପ।ଇଁ କୋଟି କୋଟି ଟଙ୍କ। ଖର୍ଚ୍ଚ କରୁଛନ୍ତି । କିନ୍ତୁ ସେହି ଟଙ୍କ। ଯଦି ଦେଶବ।ସୀଙ୍କ ପ।ଇଁ ଖର୍ଚ୍ଚ ହ୍ରୁଅନ୍ତ। ତେବେ ଦେଶ ବିକ।ଶ ପଥରେ ଆଗେଇ ଯ।ଆନ୍ତ। । କିନ୍ତୁ ଦେଶର ବିକ।ଶ ବଦଳରେ ନିଜର ବିକ।ଶ କରୁଛନ୍ତି ସରକ।ର । ଆଉ ଏହି ସରକ।ରଙ୍କ ବିରୋଧରେ ଯେତେବେଳେ କେହି ସ୍ୱର ଉଠ।ଉଛି ସେତେବେଳେ ସତ କହୁଥିବ। ଲୋକଙ୍କ ଉପରେ ମିଛ ମ।ମଲ। କରି ଜେଲରେ ଭର୍ତ୍ତି କର।ଯ।ଉଛି । ତେବେ ଏପରି ଅନେକ ବକ୍ତବ୍ୟର ସହ ମୋଦି ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କହ୍ନେୟା କୁମାର।
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)