ବାସ୍ତୁନୁସାରେ ରଖନ୍ତୁ ଆଇନା

ସମସ୍ତଙ୍କ ଘର କାନ୍ଥରେ ଆଇନା ଦେଖିବାକୁ ମିଳେ । ହେଲେ ଆମକୁ ଜଣାନଥାଏ ଯେ ଭୁଲ ଦିଗରେ ଆଇନା ଲଗାଇବା କାରଣରୁ ବହୁତ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଏଭଳି ପରିସ୍ଥିତିରେ ଆଇନାର ହାନିକାରକ ପ୍ରଭାବରୁ ବଞ୍ଚିବା ପାଇଁ ଦିଗ ବିଷୟରେ ଜାଣିନେବା ବହୁତ ଜରୁରୀ ।
ବାସ୍ତୁନୁସାରେ ରଖନ୍ତୁ ଆଇନା

– ନିଜର ଘର ଭିତରେ କୌଣସି ଭଙ୍ଗା ଆଇନା ରଖ;ୁ ନାହିଁ ।
– ଘରେ ଭଙ୍ଗା ଦର୍ପଣ ରହିଲେ ଭାଗ୍ୟରେ ଦୋଷ ସୃଷ୍ଟି ହୋଇଥାଏ ।
– ଏହାସହ ଖରାପ ଆଇନା କିମ୍ବା ଅସ୍ପଷ୍ଟ ଦେଖାଯାଉଥିବା ଆଇନା ଘରେ ରଖ;ୁ ନାହିଁ ।

ବାସ୍ତୁନୁସାରେ ରଖନ୍ତୁ ଆଇନା

– ଭୁଲରେ ବି ଘରର ମୁଖ୍ୟଦ୍ୱାରରେ ପ୍ରବେଶ କରୁଥିବା ସାମ୍ନା କାନ୍ଥରେ ବଡ ଦର୍ପଣ ଲଗା;ୁ ନାହିଁ । କାରଣ ଏହି ଆଇନାରେ ସେହି ଘରର ସକରାତ୍ମକ ଶକ୍ତି ପ୍ରବେଶ ହେବା ସହ ନକାରତ୍ମକ ଶକ୍ତି ପରିବର୍ତ୍ତିତ ହୋଇଯାଇଥାଏ ।
– ଉତ୍ତରପଶ୍ଚିମ ଦିଗରେ ଆଇନା ଲାଗିଥିଲେ, ଆପଣଙ୍କୁ ଶତ୍ରୁତା ଓ ମାଲିମକଦ୍ଦମା ଆଦିର କାରଣ ହୋଇଥାଏ ।

ବାସ୍ତୁନୁସାରେ ରଖନ୍ତୁ ଆଇନା

– ଦକ୍ଷିଣପୂର୍ବ ଦିଗରେ ଲାଗିଥିବା ଦର୍ପଣ ପରସ୍ପର ମତଭେଦ ଓ ପଶ୍ଚିମରେ ଲାଗିଥିବା ଦର୍ପଣ ଆଳସ୍ୟ ଓ କର୍ତ୍ତବ୍ୟରୁ ବିମୁଖ କରିଥାଏ ।
– ଭୁଲରେ ମଧ୍ୟ ନିଜର ବେଡରୁମରେ ଆଇନା ଲଗା;ୁ ନାହିଁ । ଏହାଦ୍ୱାରା ବୈବାହିକ ଜୀବନ ଅତ୍ୟନ୍ତ ଘାତକ ପ୍ରମାଣିତ ହୋଇଥାଏ ।

Comments are closed.