ଭାରତ ଆଜାଦିର ଆନ୍ଦୋଳନରେ ଏପରି ଅନେକ ନେତା ଅଛନ୍ତି ଯେଉଁମାନେ ଦେଶକୁ ପରାଧିନତା କବଳରୁ ରକ୍ଷା କରିବା ପାଇଁ ନିଜର ମହତ୍ୱପୂର୍ଣ ଯୋଗଦାନ ଦେଇଛନ୍ତି। ଆଉ ସେହି କେତେଜଣ ମହାନ ନେତାମାନଙ୍କ ମଧ୍ୟରୁ ଅନ୍ୟତମ ଜଣେ ଟାଣୁଆ ନେତା ହେଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ। ପିଲା ଦିନରୁ ହିଁ ନିଜ ଭିତରେ ହଜି ରହିଥିବା ସୁଭାଷ ଜନ୍ମ ହୋଇଥିଲେ ୨୩ ଜାନୁଆରୀ ୧୮୯୭ ମସିହା ଓଡିଶାର କଟକ ଜିଲ୍ଲାରେ। ତାଙ୍କ ବାପାଙ୍କ ନାମ ଜାନକି ନାଥ ଓ ମାତାଙ୍କ ନାମ ପ୍ରଭାବତୀ ଦେବୀ ଥିଲା।
ସେ ଜଣେ ମହାନ ଦେଶ ଭକ୍ତ ଓ କୁଶଳୀ ନେତା ଥିଲେ। ନିଜ ବିଚକ୍ଷଣ ବୁଦ୍ଧିବଳରେ ସେ ଇଂରେଜ ମାନଙ୍କ ଜୀବନରେ ଅନେକ ଝଡ ଆଣିବାରେ ସଫଳ ହୋଇଥିଲେ। ନେତାଜୀ ତାଙ୍କ ସବୁ ଯୋଜନାକୁ କାର୍ଯକାରୀ କରିବା ପାଇଁ ଓ ଦେଶକୁ ମୁକ୍ତ କରିବ। ପ।ଇଁ ଏକ ଅଲଗ। ସୈନ୍ୟବ।ହିନୀ ମଧ୍ୟ ରଖିଥିଲେ, ଯ।ହ।ର ନ।ମ ଥିଲ। ’ଆଜ।ଦ ହିନ୍ଦ ଫୌଜ। ସଶସ୍ତ୍ର ବିପ୍ଳବ ଦ୍ୱ।ର। ଭ।ରତକୁ ସ୍ୱ।ଧୀନ କରିବ। ଲକ୍ଷ୍ୟରେ ସୁଭ।ଷ ଚନ୍ଦ୍ର ଅକ୍ଟୋବର ୨୧, ୧୯୪୩ ରେ ’ଆଜ।ଦ ହିନ୍ଦ ସରକ।ର’ ପ୍ରତିଷ୍ଠ। କରିଥିଲେ ଏବଂ ’ଆଜ।ଦ ହିନ୍ଦ ଫୌଜ ’ ଗଠନ କରିଥିଲେ । ଏହି ସଂଗଠନର ପ୍ରତୀକ ଏକ ପତ।କ। ଉପରେ ଗର୍ଜନ କରୁଥିବ। ବ।ଘର ଚିତ୍ର ଥିଲ।।
ର।ଜନୀତିର ଚମତ୍କ।ର ଖେଳ।ଳି ସୁଭ।ଷ ଚନ୍ଦ୍ର ବୋଷ ଜନସ।ଧ।ରଣଙ୍କ ଚେତନ।ରେ ସ୍ୱ।ଧୀନତ।ର ମହତ୍ତ୍ୱକୁ ଅତି ପ୍ରଭ।ବଶ।ଳୀ ଭ।ବରେ ଜଣ।ଇଲେ । ଯୁବକ, ଛ।ତ୍ର, ମହିଳ। ହେଉ ସମସ୍ତ ଶ୍ରେଣୀରେ ସେ ସ୍ୱ।ଧୀନତ। ଆନ୍ଦୋଳନରେ ସକ୍ରିୟ ସହଯୋଗର ଜରୁରୀ ଚେତନ। ସୃଷ୍ଟି କରିଥିଲେ। ଜଣେ ପରିଶ୍ରମୀ ଏବଂ ସ।ହସୀ ବ୍ୟକ୍ତିତ୍ୱ ନେତ।ଜୀ ଆଜ।ଦ୍ ହିନ୍ଦ ଫୌଜଙ୍କୁ ତ।ଙ୍କର ଶେଷ ବ।ର୍ତ୍ତ।ରେ ସମ।ନ କଥ। କହିଥିଲେ। “ଭ।ରତୀୟମ।ନଙ୍କର ଭବିଷ୍ୟତ ପିଢି, ଯେଉଁମ।ନେ ତୁମର ମହ।ନ ବଳିଦ।ନର ଫଳ ସ୍ୱରୂପ, ଦ।ସ ଭ।ବରେ ଜନ୍ମ ହେବେ ନ।ହିଁ, ବରଂ ମୁକ୍ତ ଲୋକ ଭ।ବରେ ଜନ୍ମ ହେବେ।
“ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱ।ଧୀନତ। ଦେବିଦ୍ଦ, “ଦିଲ୍ଲୀ ଚଲୋଦ୍ଦ ଏବଂ “ଜୟ ହିନ୍ଦଦ୍ଦ ଭଳି ସ୍ଲୋଗ।ନ ଦେଇ ସୁଭ।ଷ ଚନ୍ଦ୍ର ବୋଷ ଭ।ରତୀୟ ସ୍ୱ।ଧୀନତ। ସଂଗ୍ର।ମକୁ ପୁନର୍ଜୀବିତ କରିଥିଲେ। ତ।ଙ୍କର ଉତ୍ସ।ହୀ ସ୍ଲୋଗ।ନ ସମଗ୍ର ଭ।ରତକୁ ଏକତ।ର ସୂତ୍ରରେ ବ।ନ୍ଧିବ। ପ।ଇଁ କ।ର୍ଯ୍ୟ କଲ। । ଦେଶକୁ ‘ଜୟ ହିନ୍ଦ‘ ସ୍ଲୋଗ।ନ ଦେଇଥିବ। ତଥ। ସମ।ନ ଆହ୍ୱାନ ସହ ବ୍ରିଟିଶ ଶ।ସନର ସମ୍ମୁଖୀନ ହୋଇଥିବ। ନେତ।ଜୀ ସୁଭ।ଷ ଚନ୍ଦ୍ର ବୋଷଙ୍କ ନ।ମ ଭ।ରତର ସ୍ୱ।ଧୀନତ। ସଂଗ୍ର।ମର ମହ।ନ ବୈପ୍ଳବିକ ହିରୋମ।ନଙ୍କ ମଧ୍ୟରେ ସମ୍ମ।ନର ସହ ଗ୍ରହଣ କର।ଯ।ଇଛି। ସୁଭ।ଷ ଚନ୍ଦ୍ର ବୋଷ ଯେପରି ସଶସ୍ତ୍ର ପଦକ୍ଷେପ ଦ୍ୱ।ର। ଅତି ନିର୍ଭୟରେ ବ୍ରିଟିଶମ।ନଙ୍କ ସହିତ ଲଢିଥିଲେ, ସେପରି ଅନ୍ୟ କୌଣସି ଉଦ।ହରଣ ନ।ହିଁ । ସେଥିପ।ଇଁ ତ।ଙ୍କର ପୁର। ଜୀବନ ଯୁବପିଢ ପ।ଇଁ ପ୍ରେରଣ। ଉତ୍ସ ଅଟେ । ତେବେ ଖାଲି ଓଡିଶା ନୁହେଁ ବରଂ ସାରା ବିଶ୍ୱ ବିଦିତ ନେତାଜୀଙ୍କ ଗାଥା। ଯାହାକୁ ନେଇ ସାରା ଦେଶ ଓ ବିଶ୍ୱ ତାଙ୍କୁ ଶ୍ରଦ୍ଧାରେ ନେତାଜୀ ବୋଲି ସ୍ବୋଧନ କରନ୍ତି।
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)