ଲକ ଡାଉନ୍ କୁ ଫୁ! ଓଡ଼ିଶାଜିଲ୍ଲା By Samaya Live On Mar 25, 2020 Share ସମୟ ଲାଇଭ,୨୫/୩: ସାରା ବିଶ୍ବରେ କରୋନା ମହାମାରିରେ ପରିଣତ ହୋଇଥିଲା ବେଳେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ସବୁ ରାଜ୍ୟ ଗୁଡ଼ିକ ଲକ୍ ଡାଉନ୍ ଘୋଷଣା କରାଯାଇଛି । ରାଜ୍ୟରେ ଏନେଇ ପ୍ରଶ୍ନ ପକ୍ଷରୁ ତାତ୍ପରତା ପ୍ରକାଶ ପାଇଛି । କିନ୍ତୁ ଏହାର ପ୍ରଭାବ କୋରାପୁଟ ଜିଲ୍ଲାରେ ଆଂଶିକ ସଫଳ ବୋଲି ଦେଖିବାକୁ ମିଳିଛି । ଯାହା ଫଳରେ ଲୋକଙ୍କ ଭିଡ଼ ଦେଖି କିଛି ଅସାଧୁ ବେପାରୀ ମାଛ , ମାଂସ ଓ ପରିବା ଚଢା ଦରରେ ବିକ୍ରି କରୁଥିବା ଦେଖୁଥିବା ମିଳିଛି । Share
Comments are closed.