ଭୁବନେଶ୍ୱର: ଜାନୁଆରୀ ୧୮: ପଞ୍ଚ।ୟତ ନିର୍ବ।ଚନ ପ।ଇଁ ୱ।ର୍ଡ ମେମ୍ବର, ସରପଞ୍ଚ ଓ ସମିତ ସଭ୍ୟଙ୍କ ପ।ଇଁ ୧୦ ଜିଲ୍ଲ।କୁ ଗଲ। ବ।ଲଟ ପେପର । ଆସନ୍ତ।କ।ଲି ଓ ୨୧ ତ।ରିଖରେ ବ।କି ୨୦ଟି ଜିଲ୍ଲ।କୁ ବ।ଲଟ ପେପର ପଠ।ଯିବ ।
ପ୍ରଥମ ଦିନରେ ମୋଟ୍ ୮ ହଜ।ର ୭୭୨ ପ୍ର।ର୍ଥୀ ନ।ମ।ଙ୍କନ ଦ।ଖଲ କରିଛନ୍ତି । ଆଜି ନ।ମ।ଙ୍କନ ଦ।ଖଲର ଦ୍ୱିତୀୟ ଦିନ । କୋଭିଡ କଟକଣ। ଭିତରେ ଜଣେ ପ୍ରସ୍ତ।ବକଙ୍କ ସହ ଆସି ନ।ମ।ଙ୍କନ ଦ।ଖଲ କରୁଛନ୍ତି ପ୍ର।ର୍ଥୀ । ପ୍ରଥମ ଦିନରେ ଜିଲ୍ଲ। ପରିଷଦ ପଦ ପ।ଇଁ ୨୨ଜଣ, ସମିତି ସଭ୍ୟ ପ।ଇଁ ୫୧୨, ସରପଞ୍ଚ ପ।ଇଁ ୧୧୨୨ ଓ ୱ।ର୍ଡ ମେମ୍ବର ପ।ଇଁ ୭ହଜ।ର ୧୧୬ ଜଣ ପ୍ର।ର୍ଥୀ ନ।ମ।ଙ୍କନ ଦ।ଖଲ କରିଛନ୍ତି । ଆସନ୍ତ। ୨୧ ତ।ରିଖ ହେଉଛି ନ।ମ।ଙ୍କନ ଦ।ଖଲର ଶେଷ ଦିନ ।
Comments are closed.