ବାଘ ଆକ୍ରମଣରେ ଜଣେ ମୃତ

ରେଢ଼ାଖୋଲ : ବାଘ ଆକ୍ରମରେ ଜଣେ ମୃତ I ମୃତକଙ୍କ ନାଁ ସାଦ ମୁଣ୍ଡା I ରେଢ଼ାଖୋଲ ବନଖଣ୍ଡ ନାକ୍ଟିଦେଉଳ ରେଞ୍ଜ ବନଖଣ୍ଡରେ ବାଘ ଆତଙ୍କ ଦେଖାଦେଇଛି I ସାଦ ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିବାବେଳେ,ବାଘ ଆକ୍ରମଣର ଶିକାର ହୋଇଥିଲେ I ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି I ବାଘ ଆକ୍ରମଣ ଖବର ମିଳିବା ପରେ ଗାଁରେ ଆତଙ୍କ ଖେଳିଯାଇଛି I

Comments are closed.