ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀର ଆଶଙ୍କା

ସମୟ ଲାଇଭ,୫/୫: ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀର ଆଶଙ୍କା ରହିଛି। ଉତ୍ତର ଓଡ଼ିଶା, ଆଭ୍ୟନ୍ତର ଦକ୍ଷିଣ ଓଡ଼ିଶା ସମେତ ଦକ୍ଷିଣ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ଆର୍ଲଟ ଜାରି କରାଯାଇଛି। ସଂପୃକ୍ତ ଜିଲ୍ଳାଗୁଡ଼ିକରେ ତୀବ୍ର ବେଗରେ ପବନ ବହିବା ସହ ଘଡ଼ଘଡ଼ି ଓ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ମୟୁରଭଞ୍ଜ,କେନ୍ଦୁଝର,ବାଲେଶ୍ୱର,ଭଦ୍ରକ,ଯାଜପୁର,କଟକ,ଅନୁଗୋଳ, ଢ଼େଙ୍କାନାଳ, ଦେବଗଡ଼ ଆଦି ୯ଟି ଜିଲ୍ଲାକୁ ଅରେଞ୍ଜ ଆର୍ଲଟ ଜାରି କରାଯାଇଛି। ସେହିପରି ବୌଦ,କନ୍ଧମାଳ,ସୁବର୍ଣ୍ଣପୁର, ସମ୍ବଲପୁର,ସୁନ୍ଦରଗଡ଼,ରାୟଗଡ଼ା, ବଲାଙ୍ଗୀର, କୋରାପୁଟ ଆଦି
ଆଲର୍ଟ ଜାରି କରାଯାଇଛି।

Comments are closed.