ଭୁବନେଶ୍ୱର: ଡିସେମ୍ବର ୦୭: ଆଖି ବୁଜିଦେଲେ ନନ୍ଦ ସ।ର । ୧୦୨ ବର୍ଷ ବୟସରେ ଶେଷରେ ଆରପାରିକୁ ଚାଲିଗଲେ ନିଆରା ଶିକ୍ଷକ । ଚ।ଟଶ।ଳୀରେ ଛୋଟ ପିଲ।ଙ୍କୁ ଭବିଷ୍ୟତର ର।ସ୍ତ। ଦେଖ।ଉଥିବ। ଏହି ଶିକ୍ଷକ ଆଜି ନିରବ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟ।ଲରେ ତ।ଙ୍କର ପରଲୋକ ଘଟିଛି । କରୋନ। ଆକ୍ର।ନ୍ତ ହୋଇ ଚିକିତ୍ସ।ଧିନ ଥିଲେ ନନ୍ଦ ସ।ର । ଆଉ ଖୋଲିବନି ସ।ରଙ୍କ ଚ।ଟଶ।ଳୀ ।
ଯ।ଜପୁର ସୁକିନ୍ଦ। ବ୍ଲକ କନ୍ତିର।ର ନନ୍ଦ ପୃଷ୍ଟି ସ।ର୍ । ଚ।ଟଶ।ଳୀ ଗୁରୁ ଭ।ବେ ପରିଚିତ ସ।ର ୮୨ବର୍ଷ ହେଲ। ପିଲ।ଙ୍କୁ ମ।ଗଣ।ରେ ପ।ଠ ପଢ।ଉଥିଲେ । କେହି କେହି ତ।ଙ୍କ ଚ।ଟଶ।ଳୀକୁ ମଣିଷ ଗଢ। କ।ରଖ।ନ। ବୋଲି ମଧ୍ୟ କହନ୍ତି । ନନ୍ଦ ସ।ରଙ୍କ ମହ।ନତ। ବିଷୟରେ ବିଭିନ୍ନ ଗଣମ।ଧ୍ୟମରେ ପ୍ରସ।ରଣ ପରେ ପଦ୍ମଶ୍ରୀ ସମ୍ମ।ନ ପ।ଇଁ ତ।ଙ୍କୁ ବ।ଛିଥିଲେ କେନ୍ଦ୍ର ସରକ।ର । ଆଉ ନଭେମ୍ବର ୯ ତ।ରିଖରେ ସେ ର।ଷ୍ଟ୍ରପତି ଭବନରେ ର।ଷ୍ଟ୍ରପତିଙ୍କଠ।ରୁ ପଦ୍ମଶ୍ରୀ ସମ୍ମ।ନ ପ।ଇଥିଲେ । ର।ଷ୍ଟ୍ରପତି ଭବନରେ ନନ୍ଦ ସ।ରଙ୍କ ନ।ଁ ଘୋଷଣ। ପରେ ଖ।ଲି ପ।ଦରେ ସେ ଚ।ଲି ଚ।ଲି ଯିବ। ଓ ର।ଷ୍ଟ୍ରପତିଙ୍କ ଠ।ରୁ ସମ୍ମ।ନ ଗ୍ରହଣ ପୂର୍ବରୁ ତ।ଙ୍କୁ ଆଶୀର୍ବ।ଦ ଦେବ।ର ଚିତ୍ର ବେଶ ଚର୍ଚ୍ଚ। ସୃଷ୍ଟି କରିଥିଲ। ।
ତେବେ ମଣିଷ ଗଢୁଥିବା ନିଆରା, ପ୍ରତ୍ୟାଶା ବିହୀନ ମଣିଷ ଆଜି ଆମ ଗହଣରେ ଅନୁପସ୍ତିତ। ଜୀବନରେ କେବଳ ଦେଇ ଚାଲିଥିବା ନନ୍ଦସାର ଆଜି ସମସ୍ତଙ୍କ ଆଖିରେ ଲୁହ ଦେଇ ଚିର ନିଦ୍ରାରେ ଶୋଇ ଯାଇଛନ୍ତି । ସବୁବେଳେ ମନେ ପଡିବେ ସେ।
Comments are closed.