ସମୟ ବ୍ୟୁରୋ:ଆଇସିସି ଚାମ୍ପିଅନ୍ସ ଟ୍ରଫିରୁ ବାଦ୍ ପଡ଼ିଲା ପାକିସ୍ତାନ। ଆଜି ଖେଳା ଯାଇଥିବା ମ୍ୟାଚରେ ନ୍ୟୁଜିଲାଣ୍ଡ ଜିତିବା ପରେ ପାକିସ୍ତାନ ବିଦା ପ୍ରତିଯୋଗିତାରୁ ବାଦ ପଡ଼ିଛି। ଆଇସିସି ଚାମ୍ପିଅନ୍ସ ଟ୍ରଫିରୁ ଆୟୋଜକ ପାକିସ୍ତାନ ବାଦ ପଡ଼ିବା ପରେ ପାକିସ୍ତାନୀ କ୍ରିକେଟ ପ୍ରେମୀ ଖପ୍ପା ହୋଇଛନ୍ତି।ବାଂଲାଦେଶକୁ ନ୍ୟୁଜିଲାଣ୍ଡ ହରାଇବା ପରେ ବାଦ୍ ପଡ଼ିଲା ପାକିସ୍ତାନ।୨୩୭ ଟାର୍ଗେଟକୁ ୫ ୱିକେଟ ହରାଇ ଜିତିଲା ନ୍ୟୁଜିଲାଣ୍ଡ। ପ୍ରଥମ ଦୁଇଟି ମ୍ୟାଚରେ ପରାସ୍ତ ହୋଇଛି ପାକିସ୍ତାନ
ଆଜିର ମ୍ୟାଚ୍ ହାରି ବାଂଲାଦେଶ ବି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଲା।
ଲଗାତାର ୨ଟି ବିଜୟ ସହ ଗ୍ରୁପ୍ Aରୁ ସେମିକୁ ଉନ୍ନୀତ ହେଲେ ଭାରତ, ନ୍ୟୁଜିଲାଣ୍ଡ।
Comments are closed.