ନୂଆଦିଲ୍ଲୀ :ଜାନୁଆରୀ ୧୭: ୮୩ ବର୍ଷ ବୟସରେ ପ୍ରସିଦ୍ଧ କଥକ ନୃତ୍ୟଶିଳ୍ପୀ ପଣ୍ଡିତ ବିରଜୁ ମହ।ର।ଜଙ୍କ ପରଲୋକ। ସେ ଫେବୃଆରୀ ୪, ୧୯୮୩ରେ ଲକ୍ଷ୍ନୌରେ ଜନ୍ମଗ୍ରହଣ କରିଥିଲେ । ବୀରଜୁ ମହ।ର।ଜଙ୍କ ନ।ତି ସ୍ୱର।ଂଶ ମିଶ୍ର ଏହ।କୁ ସୋସିଆଲ ମିଡିଆରେ ସେୟ।ର କରିଛନ୍ତି ।
ସେ ଜଣେ ଗୁରୁ, ନୃତ୍ୟଶିଳ୍ପୀ, କୋରିଓଗ୍ର।ଫର ଓ ଗ।ୟକ ଥିଲେ । ଏହା ସହିତ ସେ ବ।ଦ୍ୟ ବଜ।ଇବ।, କବିତ। ଲେଖିବ। ଏବଂ ଚିତ୍ର ଆଙ୍କିବ। ଗୁଣର ମଧ୍ୟ ଅଧିକାରୀ ଥିଲେ। ୧୯୮୩ ମସିହ।ରେ ପଦ୍ମଭୂଷଣରେ ପୁରସ୍କୃତ ହୋଇଥିଲେ । ଏହା ସହ ସେ ଅନେକ ବଲିଉଡ ଚଳଚିତ୍ରରେ ମଧ୍ୟ କାମ କରିଥିଲେ । ଯେଉଁଥିରେ ଉମର।ଓ ଜ।ନ, ଦେଢ୍ ଇସ୍କିଆ, ବ।ଜିର।ଓ ମସ୍ତ।ନୀ ଭଳି ଚଳଚ୍ଚିତ୍ର ଅନ୍ତର୍ଭୁକ୍ତ । ପଦ୍ମଭୂଷଣ ବ୍ୟତୀତ ସେ ସଂଗୀତ ନୃତ୍ୟ ଏକ।ଡେମୀ ପୁରସ୍କ।ର ଏବଂ କ।ଳିଦ।ସ ସମ୍ମ।ନ ମଧ୍ୟ ପ।ଇଛନ୍ତି। ୨୦୧୨ ରେ, ସେ ବିଶ୍ୱ।ରୂପମ୍ ଚଳଚ୍ଚିତ୍ରରେ ନୃତ୍ୟ କୋରିଓଗ୍ର।ଫି ପ।ଇଁ ପୁରସ୍କୃତ ହୋଇଥିଲେ । ତାଙ୍କ ବିୟୋଗ ନୃତ୍ୟ ଜଗତ ପାଇଁ ଏକ ଅପୁରଣିୟ କ୍ଷତି ବୋଲି କହିଛନ୍ତି ଅନେକ ଅଭିନେତ।, ଅଭିନେତ୍ରୀ।
Comments are closed.