ଏହି ଆସନଟିକୁ ଦଣ୍ଡାସନରୁ କରିବା ଆରମ୍ଭ କରନ୍ତୁ । ଆଣ୍ଠୁ ଅଳ୍ପ ବଙ୍କା କରି ଗୋଡ ସିଧା ରଖନ୍ତୁ ।
ହାତକୁ ସିଧା କରି ଆଗ ଶରୀରକୁ ଭାଙ୍ଗନ୍ତୁ । ଶରୀର ଉପରି ଭାଗକୁ ତଳ ଭାଗ ଉପରେ ରଖନ୍ତୁ । ଏହାପରେ କହୁଣୀ ଭାଙ୍ଗିବା ସହିତ ହାତରେ ବୃଢା ଆଙ୍ଗୁଳିକୁ ଧରନ୍ତୁ ।
![ଶରୀରକୁ ସୁସ୍ଥ ରଖେ ପଶ୍ଚିମୋତ୍ତନାସନ](https://samayalive.in/wp-content/uploads/2021/09/stretch-300x166.jpg)
ଏହାପରେ ଧୀରେଧୀରେ ନାକରେ ଆଣ୍ଠୁକୁ ଛୁଇଁବାକୁ ଚେଷ୍ଟା କରନ୍ତୁ । ଯେତିକି ହେଉଛି ସେତିକି କରନ୍ତୁ । ଏଭଳି ପୋଜିସନ୍ରେ କିଛି ସମୟ ରହିବାକୁ ଚେଷ୍ଟା କରନ୍ତୁ । ଧୀରେଧୀରେ ସାଧାରଣ ଅବସ୍ଥାକୁ ଆସନ୍ତୁ । ଏହାସହ ଯଦି ଆପଣଙ୍କର ଆଣ୍ଠୁ କିମ୍ବା ପିଠାରେ ପୀଡା ଅଛି ତେବେ ଏହି ଆସନ କରନ୍ତୁ ନାହିଁ, କିମ୍ବା କାହାସହ ପରାମର୍ଶ ପରେ କରନ୍ତୁ ।
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)