ପୋଲିସ ଜାଲରେ ସେକ୍ସଟର୍ସନ ଅଭିଯୁକ୍ତ

0

କଟକ: ପୋଲିସ ଜାଲରେ ସେକ୍ସଟର୍ସନ ଅଭିଯୁକ୍ତ । ‘ସେକ୍ସଟର୍ସନ’ ଅଭିଯୋଗରେ ନାଇଜେରିଆ ନାଗରିକ ଗିରଫ । ଦିଲ୍ଲୀରୁ ଗିରଫ କଲା କଟକ କମିଶନରେଟ୍‌ ପୋଲିସ । କଟକର ଜଣେ ମହିଳାଙ୍କ ଅଶ୍ଳୀଳ ଫଟୋ ଭିଡିଓ ଭାଇରାଲ ଅଭିଯୋଗ ।

ଏହାପରେ ବ୍ଲାକ ମେଲ୍‌ କରି ଲକ୍ଷାଧିକ ଟଙ୍କା ହଡ଼ପ । ପୁଣି ଟଙ୍କା ମାଗି ନ ପାଇବାରୁ ସୋସିଆଲ ମିଡିଆରେ ଭାଇରାଲ କଲା । ଏଥିପାଇଁ ପୀଡ଼ିତା ଜଣଙ୍କ ଆତ୍ମହତ୍ୟା କରିଥିଲେ । ପରିବାର ଲୋକ ଏନେଇ ଥାନାରେ ଅଭିଯୋଗ କରିବା ପରେ ଦିଲ୍ଲୀରୁ ଜଣେ ନାଇଜେରିଆ ନାଗରିକକୁ ଗିରଫ କରିଛି କମିଶନରେଟ୍‌ ପୋଲିସ ।

Leave A Reply

Your email address will not be published.