ପୋପ୍‌ଙ୍କୁ ଭେଟିପାରନ୍ତି ନବୀନ

ଇଟାଲି: ଜୁନ ୯: ପୋପ୍‌ଙ୍କୁ ଭେଟିପାରନ୍ତି ନବୀନ ! ଇଟାଲି ଗସ୍ତରେ ପୋପ୍‌ଙ୍କୁ ଭେଟିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଇଟାଲି ଇନଭେଷ୍ଟର୍ସ ମିଟ୍‌ ଅବସରରେ ସାକ୍ଷାତ ସମ୍ଭାବନା ରହିଛି । ଏନେଇ ବୈଦେଶିକ ମନ୍ତ୍ରାଳୟରୁ ଅନୁମତି ମିଳିଥିବା ସୂଚନା ମିଳିଛି । ଇଟାଲୀରୁ ଫେରି ଦୁବାଇରେ ଅଟକିବେ ମୁଖ୍ୟମନ୍ତ୍ରୀ । ସେଠାରେ ଇନଭେଷ୍ଟର୍ସ ମିଟ୍‌ ଓ ପ୍ରବାସୀ ଓଡ଼ଇାଙ୍କୁ ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

Comments are closed.