ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ଆମେରିକାରେ ରହୁଛନ୍ତି। ଲକ୍ଡାଉନ କାରଣରୁ ସେ ନିଜ ପରିବାର ସହ ଟାଇମ୍ ସ୍ପେଣ୍ଡ କରୁଛନ୍ତି। ନିକଟରେ ସୋସିଆଲ ମିଡିଆରେ ସେ ତାଙ୍କର କିଛି ଫଟୋ ଶେୟାର କରିଛନ୍ତି।
ପ୍ରିୟଙ୍କାଙ୍କୁ ସିଣ୍ଡ୍ରୋଲା ବେଶରେ ଦେଖିବାକୁ ମିଳିଛି। ତେବେ ତାଙ୍କ ନୂଆ ମେକଅପ୍ ଆର୍ଟିଷ୍ଟ ଆଉ କେହି ନୁହେଁ ବରଂ ତାଙ୍କ କୁନି ଭାଣିଜି। ସେ ଯେମିତି କହିଛନ୍ତି ପ୍ରିୟଙ୍କା ସେମିତି ମେକଅପ୍ ପାଇଁ ରାଜି ହୋଇଯାଇଛନ୍ତି।
Comments are closed.