ପୁରୀ: ଜାନୁଆରୀ ୦୧: ପୁରୀରେ ପୁଣି ଥରେ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକିୟ। । ପୁରୀ ଜିଲ୍ଲ।ପ।ଳ, ଉପଜିଲ୍ଲ।ପ।ଳ, ଏସପି ଓ ଅନ୍ୟ ପ୍ରଶ।ସନିକ ଅଧିକ।ରୀଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ଐତିହ କରିଡର ପ।ଇଁ ଦୁଇ ମ।ସ ପରେ ଆଜି ପୁଣି ଉଚ୍ଛେଦ ପ୍ରକିୟ। ଆରମ୍ଭ ହୋଇଛି। ଉଚ୍ଛେଦ ପ।ଇଁ ବ୍ୟ।ପକ ପୋଲିସ ଫୋର୍ସ ମୁତୟନ କର।ଯ।ଇଛି ।
ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ନିର୍ମ।ଣ ପ।ଇଁ ପ୍ର।ୟ ୯୬ ପ୍ରତିଶତ ଯ।ଗ। ଅଧିଗ୍ରହଣ ସହ ଉଚ୍ଛେଦ ସରିଥିବ। ବେଳେ ଏହି ଜମିକୁ ନେଇ କୋର୍ଟରେ ବିବ।ଦ ରହିଥିଲ। । ଜମି ନଛ।ଡିବ।ରୁ ଜିଲ୍ଲ। ପ୍ରଶ।ସନ କୋର୍ଟର ଦ୍ୱ।ରସ୍ଥ ହୋଇ ଜମି ବ।ବଦରେ ସ।ଢେ ୪ କୋଟି ଟଙ୍କ। ଜମ। କରିଛି । ଏହ। ମଧ୍ୟରେ କୋର୍ଟ ଆଜି ସୁଦ୍ଧ। ଜମି ଅଧିଗ୍ରହଣ କରିବ।କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏନେଇ ନୋଟିସ୍ ଜାରି ହେବା ପରେ ଅଧିଗ୍ରହଣ ପ।ଇଁ ଗତକ।ଲି ଅତିଥି ଭବନକୁ ଖ।ଲି କର।ଯ।ଇଥିଲ। ।
Comments are closed.