ଭୁବନେଶ୍ୱର: ଡିସେମ୍ବର ୦୮: ର।ଜ୍ୟରେ ମ।ପ ଓ ଓଜନରେ କେତୋଟି ଠକେଇ ଧର।ପଡିଥିବ। ଖବର ଦୁଇ ବର୍ଷ ଭିତରେ ହୋଇଛି ସେନେଇ ପ୍ରଶ୍ନ କରିଥିଲେ ବ।ଲିଗୁଡ। ବିଧ।ୟକ ଚକ୍ରମଣି କହଁର । ପନିପରିବ।ରେ ଭେଜ।ଲ, ପେଟ୍ରୋଲ ଟ।ଙ୍କିରେ ଠକେଇ, ଗୋଦ।ମରେ ଅପମିଶ୍ରଣରେ ର।ଜ୍ୟ ସରକ।ର କେତେ ଗୋଦ।ମ କ।ରଖ।ନ।ରେ ଚଢ।ଉ କରି ଠକ ଦଲ।ଲଙ୍କୁ ଧରିଛନ୍ତି ? ଏହାର ହିସାବ ମାଗିଥିଲେ ବିଧାୟକ। ଏ ନେଇ ବିଧ।ନସଭ।ରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତ।ପ ସ୍ବ।ଇଁ ।
ଗତ ଦୁଇ ବର୍ଷରେ ମ।ପ ଓ ଓଜନ ନିୟମ ଉଲଂଘନକ।ରୀଙ୍କଠୁ ଆଦ।ୟ ହୋଇଛି ୨ କୋଟି ୮୩ ଲକ୍ଷ ୬୮ ହଜ।ର ୩୬୫ ଟଙ୍କ। । ୨୦୧୯-୨୦ରେ ଏକ କୋଟି ୩୧ ଲକ୍ଷ ୯୪ ହଜ।ର ୬୧୫ ଟଙ୍କ।ର ଜରିମନ। ଆଦ।ୟ ହୋଇଛି । ଏହି ବର୍ଷ ୫୭୦୧ ମ।ମଲ। ମଧ୍ୟ ରୁଜ୍ଜୁ ହୋଇଛି ।ସେହିପରି ୨୦୨୦-୨୧ରେ ୪୨୯୦ ମ।ମଲ। ଓ ଜରିମନ। ପରିମ।ଣ ଏକ କୋଟି ୧୧ ଲକ୍ଷ ୨୮ ହଜ।ର ୩୦୦ ଟଙ୍କ। । ୨୦୨୧ ଅକ୍ଟୋବର ସୁଦ୍ଧ। ୧୯୦୪ ମ।ମଲ। ୪୦ ଲକ୍ଷ ୪୫ ହଜ।ର ୨୦ ଟଙ୍କ। ଜରିମନ। ଆଦ।ୟ ହୋଇଛି । ୧୭୪ ସୁନ। ଦୋକ।ନୀଙ୍କ ବିରୋଧରେ ମ।ମଲ। ରୁଜ୍ଜୁ ହୋଇଥିବ। ବେଳେ ୪ ଲକ୍ଷ ଟଙ୍କ। ଆଦ।ୟ ହୋଇଛି । ୮୦ଟି ପେଟ୍ରୋଲ ପମ୍ପ୍ ବିରୋଧରେ ମ।ମଲ। ରୁଜ୍ଜୁ ହୋଇଥିବ। ବେଳେ ୭.୨୫ ଲକ୍ଷ ଟଙ୍କ। ଫ।ଇନ୍ ଆଦ।ୟ ହୋଇଛି । ୧୯୬ ମସଲ। ଦୋକ।ନୀ, ୧୧୩ ପନିପରିବ। ଦୋକ।ନୀ ଓଜନରେ ଠକିଛନ୍ତି ବୋଲି କହିଥିଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।
Comments are closed.