ବ୍ରାଡମ୍ୟାନଙ୍କ ରେକର୍ଡ ଭାଙ୍ଗିଲେ ରୋହିତ ରୋହିତଙ୍କ କ୍ୟାରିଅର ପ୍ରଥମ ଦ୍ୱିଶତକ ଖେଳ By Samaya Live On Oct 21, 2019 Share ସମୟ ଲାଇଭ,୨୧/୧୦: ଭାରତୀୟ ବିଷ୍ପୋରକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଦକ୍ଷୀଣ ଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚରେ କ୍ୟାରିଅର ପ୍ରଥମ ଦ୍ୱିଶତକ(୨୧୨) ହାସଲ କରିବା ସହ ଭାଙ୍ଗିଛନ୍ତି କିମ୍ବଦନ୍ତୀ ଖେଳାଳୀ ସାର ଡ଼ନ ବ୍ୟାଡମ୍ୟାନଙ୍କ ରେକର୍ଡ । ସେ ଘୋରେଇ ମାଟିରେ ସର୍ବାଧିକ ଟେଷ୍ଟ ଆଭରେଜ ହାସଲ କରିବାରେ ରୋହିତ ଏହି ରେକର୍ଡ ଭାଙ୍ଗିଛନ୍ତି । ପୂର୍ବରୁ ବ୍ରାଡମ୍ୟାନଙ୍କ ୭୧ବର୍ଷର ରେକର୍ଡକୁ ପଛରେ ପକାଇ ଦେଇଛନ୍ତି ରୋହିତ । ଘୋରୋଇ ମାଟିରେ ଅତିକମ୍ରେ ଦଶଟି ଇଂନିସ୍ ଖେଳି ଏହି ରେକର୍ଡ ଭାଙ୍ଗିବାରେ ସକ୍ଷମ ହୋଇଛନ୍ତି ଏହି ଭାରତୀୟ ଖେଳାଳୀ । ବ୍ରାଡମ୍ୟାନଙ୍କ ବ୍ୟାଟିଙ୍ଗି ଆଭରେଜ (୯୮.୨୨) ଥିବାବେଳେ ରୋହିତଙ୍କ ଆଭରେଜ ହେଉଛି (୯୯.୨୨) । ଏହା ସହ ଶୀର୍ଷ ସ୍ଥାନକୁ ମଧ୍ୟ ଉନ୍ନୀତ ହୋଇଛନ୍ତି ରୋହିତ । Share
Comments are closed.