ସମୟ ଲାଇଭ,୨୪/୧୦: ଦକ୍ଷିଣ ଆଫ୍ରକା ସିରିଜ ଶୃଙ୍ଖଳା ଜିତିବା ପରେ ଏବେ ଇଣ୍ଡିଆର ନଜର ପଡୋଶି ବାଂଲାଦେଶ ଉପରେ। ଏଥିପାଇଁ ଆଜି ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ। ହିଟ୍ ମ୍ୟାନ ରୋହିତଙ୍କ କାନ୍ଧରେ ଏଥର କ୍ୟାପଟେନ ଭାର ଦେଇଛି ଟମ୍ ଇଣ୍ଡିଆ। ଆସନ୍ତା ନଭେମ୍ବର ୩ ତାରିଖରୁ ବଂଲାଦେଶ ବିରୋଧରେ ହେବାକୁ ଯାଉଛି ୩ ଟିକିଆ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ।
Comments are closed.