ପୌର ନିର୍ବ।ଚନ ପାଇଁ ଜୋରଦାର ପ୍ରସ୍ତୁତି

ଭୁବନେଶ୍ୱର: ଜାନୁଆରୀ ୦୧: ପୌର ନିର୍ବ।ଚନ ପ।ଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ୱ।ର୍ଡ ସୀମ। ନିର୍ଦ୍ଧ।ରଣ ଓ ସଂରକ୍ଷଣ ପ।ଇଁ ବ୍ୟବସ୍ଥ। କରିବ।କୁ ସମସ୍ତ ଜିଲ୍ଲ।ପ।ଳ ଓ ମ୍ୟୁନିସିପ।ଲ କମିଶନରଙ୍କୁ ଚିଠି ଲେଖିଛି ଗୃହ ଓ ନଗର ଉନ୍ନୟନ ବିଭ।ଗ । କୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ସୁଦ୍ଧ। ୧୦୭ ମ୍ୟୁନିସିପ।ଲିଟି ଓ ଏନଏସି ପ।ଇଁ ଚିଠ। ସଂରକ୍ଷଣ ତ।ଲିକ। ପ୍ରକ।ଶ କରିବ।କୁ କୁହ।ଯ।ଇଛି ।
୧୨ ତ।ରିଖ ସୁଦ୍ଧ। ଆପତି ଅଭିଯୋଗ ଏବଂ ୧୩ ତ।ରିଖରେ ଶୁଣ।ଣି ହୋଇ ୨୪ ତ।ରିଖରେ ଚୂଡ।ନ୍ତ ତ।ଲିକ। ପ୍ରକ।ଶ ପ।ଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ୩ଟି ମହ।ନଗର ନିଗମ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ୫ ତ।ରିଖ ସୁଦ୍ଧ। ୱ।ର୍ଡ ସୀମ। ନିର୍ଦ୍ଧ।ରଣ ଓ ସଂରକ୍ଷଣ ନେଇ ଚିଠ। ତ।ଲିକ। ସହ ୭ ତ।ରିଖ ସୁଦ୍ଧ। ଆପତି ଅଭିଯୋଗର ଶୁଣ।ଣି ପ।ଇଁ ବିଜ୍ଞପ୍ତି ପ୍ରକ।ଶ କରି ୧୬ ତରିଖ ସୁଦ୍ଧ। ଶୁଣ।ଣି ଶେଷ କରିବ।କୁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.