୫,୪୦୦ ଫୁଲକୁ ନେଇ ସାଣ୍ଟ କ୍ଲଜ୍‌ କଳାକୃତି କଲେ ସୁଦର୍ଶନ

ପୁରୀ: ଡିସେମ୍ବର ୨୫: ନିଜ କଳାକୃତିକୁ ନେଇ ଦେଶ ଏବଂ ବିଦେଶରେ ଚର୍ଚ୍ଚାରେ ରହୁଥିବା ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବଡ଼ଦିନ ଅବସରରେ ସାଣ୍ଟା କ୍ଲଜ୍‌ଙ୍କ କଳାକୃତି କରିଛନ୍ତି ।
୫,୪୦୦ ଫୁଲକୁ ନେଇ ସାଣ୍ଟ କ୍ଲଜ୍‌ କଳାକୃତି କଲେ ସୁଦର୍ଶନ

ପୁରୀର ସମୁଦ୍ର କୂଳରେ ବାଲିକୁ ନେଇ ସେ ୫,୪୦୦ ଧଳା ଓ ନାଲି ରଙ୍ଗର ଫୁଲକୁ ନେଇ ୫୦ ଲମ୍ବା ଏବଂ ୨୮ ଫୁଟ ଚଉଡ଼ାର ଏକ ସାଣ୍ଟା ପ୍ରସ୍ତୁତ କରିଛନ୍ତି । ସେହି ଫୁଲରେ ଅଧିକାଶଂ ଗୋଲାପକୁ ସେ ନେଇ ନେଇଛନ୍ତି ।

୫,୪୦୦ ଫୁଲକୁ ନେଇ ସାଣ୍ଟ କ୍ଲଜ୍‌ କଳାକୃତି କଲେ ସୁଦର୍ଶନ

ଏହାସହିତ ସେ କୋଭିଡ ଗାଇଡାଇନ୍‌ର ନିଦ୍ଦେର୍ଶନ ଦେଇଛନ୍ତି । ତାଙ୍କୁ ଏହି କଳାକୃତି କରିବାରେ ପ୍ରାୟ ୮ ଘଣ୍ଟା ସମୟ ଲାଗିଥିଲା ।

Comments are closed.