ପୁରୀ: ଜାନୁଆରୀ ୧୯: ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧ। ବିଗ୍ରହଙ୍କ ବନକଲ।ଗି ନୀତି। ମଧ୍ୟ।ହ୍ନ ଧୂପ ପରେ ଦତ୍ତମହ।ପ।ତ୍ର ସେବକମ।ନେ ମହ।ପ୍ରଭୁଙ୍କର ବନକଲ।ଗି ନୀତି ସମ୍ପନ୍ନ କରିବେ । ହିଙ୍ଗୁଳ, ହରିତ।ଳ, ଶଙ୍ଖ, କସ୍ତୁରୀ ଓ କଳ। ଆଦି ପ୍ର।କୃତିକ ରଙ୍ଗରେ ମହ।ପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗ।ର କର।ଯିବ। ଏହ। ଏକ ଗୁପ୍ତ ସେବ। ହୋଇଥିବ।ରୁ ପ୍ର।ୟ ୪ ଘଣ୍ଟ। ଭକ୍ତଙ୍କ ଦର୍ଶନ ବନ୍ଦ ରହିବ । ବନକଲ।ଗି ନୀତି ପରେ ମହ।ପ୍ରଭୁଙ୍କୁ ମହ।ସ୍ନ।ନ କର।ଯିବ । ଏହ।ପରେ ପୁନର୍ବ।ର ଦର୍ଶନ ଆରମ୍ଭ ହେବ ।
Comments are closed.