ବ।ଲେଶ୍ୱର: ଡିସେମ୍ବର ୨୩: ଦ୍ୱିତୀୟ ଦିନରେ ହୋଇଛି ପ୍ରଳୟର ସଫଳ ପରୀକ୍ଷଣ । ଭଦ୍ରକ ଜିଲ୍ଲ। ଧ।ମର। ନିକଟ ଅବ୍ଦୁଲ କଲ।ମ୍ ଦ୍ୱୀପରୁ ପ୍ରଳୟର ପୁନର୍ବ।ର ପରୀକ୍ଷଣ ହୋଇଛି ।
ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କର।ଯ।ଇପ।ରୁଥିବ। ସ୍ୱଳ୍ପ ଦୂରଗ।ମୀ କ୍ଷେପଣ।ସ୍ତ୍ର ପ୍ରଳୟର ସଫଳ ପରୀକ୍ଷଣ ହୋଇଛି । ଭଦ୍ରକ ଜିଲ୍ଲ। ଧ।ମର। ନିକଟ ଅବଦୁଲ କ।ଲ।ମ ଦ୍ୱୀପରୁ ଆଜି ସକ।ଳ ୯ଟ। ୩୦ ମିନିଟ ସମୟରେ ଏହ।ର ଉତକ୍ଷେପଣ କର।ଯ।ଇଥିଲ। । ତେବେ ପ୍ରଥମେ ବୁଧବ।ର ଦିନ ଏହାର ପ୍ରଥମ ପରୀକ୍ଷଣ କରାଯାଇଥିଲା।ଆଜି ଏହାର ଦ୍ୱିତୀୟ ପରୀକ୍ଷଣ କରାଯାଇଥିବା ସୂଚନା ରହିଛି।
ତେବେ ଏହି ସ୍ୱଳ୍ପ ଦୂରଗ।ମୀ ମିସ।ଇଲ୍ ପ।ଞ୍ଚ ଶହ କିଲୋ ମିଟର ପର୍ଯ୍ୟନ୍ତ ଲକ୍ଷ ଭେଦ କ୍ଷମତ। ରହିଛି । ଏହ।ର ଲମ୍ବ ଦଶ ମିଟର ଏବଂ ଓଜନ ପ।ଞ୍ଚ ଟନ ରହିଛି । ଏହି ପ୍ରଳୟ କ୍ଷେପଣ।ସ୍ତ୍ର ଏକ ଟନ୍ ଓଜନର ଯୁଦ୍ଧ।ସ୍ତ୍ର ବହନ କରି ନେଇ ପାରିବାର କ୍ଷମତା ରଖିଛି।
Comments are closed.