ହାର୍ଟ ଆଟାକ୍‌ ଲକ୍ଷଣ ଜଣା ନ ପଡିବାର କାରଣ

ଅନେକ ସମୟରେ ମସ୍ତିଷ୍କକୁ ଯନ୍ତ୍ରଣା ବିଷୟରେ ସୂଚନା ପହଞ୍ଚାଉଥିବା ନର୍ଭ କିମ୍ବା ସ୍ପାଇନାଲକର୍ଡରେ ସମସ୍ୟା କିମ୍ବା ମନସ୍ତା‰ିକ କାରଣରୁ ମଣିଷ କଷ୍ଟ ଜାଣିପାରେ ନାହିଁ । ଏହା ବ୍ୟତୀତ ବୟସ୍କ ବ୍ୟକ୍ତି, ମଧୁମେହ ରୋଗୀଙ୍କ କ୍ଷେତ୍ରରେ ସ୍ୱୟଂଚାଳିତ ନୁ୍ୟରୋପାଥି କାରଣରୁ କଷ୍ଟ ଅନୁଭବ ହୁଏ ନାହିଁ ।

କାରଣ ଏବଂ କିପରି ରକ୍ଷା ପାଇବେ?

ହାର୍ଟ ଆଟାକ୍‌ ଲକ୍ଷଣ ଜଣା ନ ପଡିବାର କାରଣ

ସାଧାରଣ ହାର୍ଟ ଆଟାକ୍‌ ଏବଂ ସାଇଲେଣ୍ଟ ହାର୍ଟ ଆଟାକ୍‌ର କାରଣ ମଧ୍ୟରେ ବିଶେଷ କିଛି ତଫାତ ନଥାଏ । ସେହିପରି ଏଥିରୁ ରକ୍ଷା ପାଇବାର ଉପାୟ ମଧ୍ୟ ସମାନ । ନିମ୍ନରେ ଜାଣ;ୁ ସାଇଲେଣ୍ଟ ହୃଦଘାତର ଲକ୍ଷଣ, କାରଣ ସଂପର୍କରେ ।

ହାର୍ଟ ଆଟାକ୍‌ ଲକ୍ଷଣ ଜଣା ନ ପଡିବାର କାରଣ

ଲକ୍ଷଣ:
– ବାନ୍ତି ଲାଗିବା ପରି ଅନୁଭବ ହେବା ।
– ହଠାତ୍‌ ଦୂର୍ବଳ ଅନୁଭବ କରିବା ।
– ଗଳା ଏବଂ ମାଢି ସମସ୍ୟା ।
– ଅଚାନକ ଝାଳ ବାହାରିବା ।
– ଶ୍ୱାସକ୍ରିୟାରେ ସମସ୍ୟା ।
ସାଇଲେଣ୍ଟ ହୃଦଘାତର ୫ଟି କାରଣ
– ଅଧିକ ତେଲ ମସଲା ଏବଂ ଚର୍ବିଯୁକ୍ତ ଖାଦ୍ୟ ଖାଇବା ।
– ଯୋଗ, ବ୍ୟାୟାମ ନ କରିବା ।
– ଧୂମପାନ କରିବା ।
– ମଧୁମେହ ଏବଂ ମୋଟାପଣ ।
– ଅଧିକ ଚିନ୍ତା ଏବଂ ସମସ୍ୟା ମଧ୍ୟରେ ରହିବା ।

Comments are closed.